ଜନସଚେତନତା ଓ ଲୋକାଭିମୁଖୀ ପ୍ରଚାର...

May 30, 2026 - 07:52
 8
ଜନସଚେତନତା ଓ ଲୋକାଭିମୁଖୀ ପ୍ରଚାର...

ଜନସଚେତନତା ଓ ଲୋକାଭିମୁଖୀ ପ୍ରଚାରକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ପୁରୀ ନୀଳାଦ୍ରି ବିଚ୍‌ଠାରେ ଏସଆଇଆର ଆଧାରିତ ବାଲୁକା କଳାର ଉଦଘାଟନ କରିଥିଲେ।