ପରିବହନ ସଚିବ ଉଷା ପାଢ଼ୀ ଦେଲେ ସୂଚନା
ରାଜ୍ୟରେ ତିନି/୩ ଅର୍ଥନୈତିକ zone ହେବ
ପ୍ରଥମ - ଭୁବନେଶ୍ବର, ପୁରୀ, କଟକ, ପାରାଦ୍ବୀପ
ଦ୍ବିତୀୟ -ସୁନାବେଡା, କୋରାପୁଟ, ବରଗଡ଼, ସମ୍ବଲପୁର
ତୃତୀୟ - ରାଉରକେଲା, କେନ୍ଦୁଝର ବଡ଼ବିଲ
କ୍ବାର୍ଡ ସିଟି ପ୍ରୋଗାମ ରେ ହେବ ସବୁ ଯୋଜନା
ରାଜ୍ୟର ଜିଡିପି ରେ ଦାୟୀତ୍ବ ନେଇଥିବା ମୁଖ୍ୟ ସହରକୁ ନେଇ ଗଠିତ ହେବ Zone
କେବଳ ସହର ନୁହେଁ ଅର୍ଥନୈତିକ କାରବାର ବୃଦ୍ଧି ମଧ୍ଯ ଲକ୍ଷ୍ୟ ରହିଛି