ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ର ଶାସନ ସଚିଙ୍କ ୧୦ ବିନ୍ଦୁ କାର୍ଯ୍ୟକ୍ରମ...
1.ମୁଁ ସମ୍ପ୍ରତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛି। ଏହି ପତ୍ର ମାଧ୍ଯମରେ ରେ ଆପଣସଭିଙ୍କୁ ସଚିବାଳୟ, ଜିଲ୍ଲା ଏବଂ ତହସିଲସ୍ତରରେ ବିଭାଗର ବିଭିନ୍ନ କାର୍ଯ୍ୟାଳୟ ଏବଂ ଲୋକସେବାର ଶେଷ ପର୍ଯ୍ୟାୟରେ କାର୍ଯ୍ୟରତ ସହକର୍ମୀମାନଙ୍କଠାରୁ ନିମ୍ନଲିଖିତ ଦଶଟି ବିନ୍ଦୁ ଉପରେ ପ୍ରତିବଦ୍ଧତା ଆଶା ରଖୁଛି ।
9. ରାଜସ୍ବ ପ୍ରଶାସନ ହେଉଛି ରାଜ୍ୟ ସହିତ ନାଗରିକମାନଙ୍କ ନିୟମିତ ସମ୍ପର୍କ ସ୍ଥାପନ କରୁଥିବା ବ୍ୟବସ୍ଥା I ସୁତରାଂ ରାଜସ୍ବ ପ୍ରଶାସନକୁ ଜନ ନମୁଖୀ, ଉତ୍ତରଦାୟୀ ତଥା ବିଶ୍ବସନୀୟ କରିବା ଆମର ପ୍ରଥମିକ ଦାୟିତ୍ୱ
๓. ଏହି ପତ୍ର ମାଧ୍ୟମରେ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବାପାଇଁ ଚାହେଁ ଯେ, ପ୍ରତ୍ୟେକ କାର୍ଯ୍ୟ ଓ ନିଷ୍ପଭିରେ ସଢୋଟତା, ବୃଭିଗତ ନିଷ୍ଠା ଓ ସମ୍ବେ ঘো (Integrity, Professionalism and Sensitivity - IPS) 1 ଢ଼ତାର ସହିତ ଅନୁସରଣ କର କରନ୍ତୁ । ସଚ୍ଚୋଟତା ସହ କୌଣସି ପରିସ୍ଥିତିରେ ସାଲିସ୍ କରନ୍ତୁ ନାହିଁ । ବୃଭିଗତ ନିଷ୍ଠା ଆମ ଆଚରଣ ଓ କାର୍ଯ୍ୟଫଳରେ ପ୍ରତିଫଳିତ ହେବା ଉଚିତା ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି, ବିଶେଷକରି ଗରିବ, ସମ୍ବେଦନଶୀଳ ବର୍ଗ (ଏସ୍ସି/ଏସ୍ଟି) ଏବଂ ସଙ୍କଟାପନ୍ନ ଲେ ଲୋକମାନଙ୍କ ସହିତ ବ୍ୟବହାରରେ ସମ୍ବେଦନଶୀଳତା ଆମର ଧେୟ ହେବା ଉଚିତ୍
४. ସାଧାରଣ ନାଗରିକଙ୍କର ଅଭିଯୋଗକୁ ସମୁଚିତ ସମୟରେ ଏବଂ ସଫଳତାର ସହ ସମାଧାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ହେ ହେବ । ପ୍ରତିଟି ଅଟକିଥୁବା ଅଭିଯୋଗ ନାଗରିକମାନଙ୍କ ପାଇଁ ମାନସିକ ବିଷାଦ ଏବଂ ବ୍ୟବସ୍ଥା ପ୍ରତି ସାଧାରଣଲୋକଙ୍କ କ୍ରମଶଃ ବିଶ୍ବ ବିଶ୍ବାସହ୍ରାସର କାରଣ ହୋଇଥାଏ । ଏହି ପରିପ୍ରେକ୍ଷୀରେ ନ୍ୟାୟୋଚିତ ଶୁଣାଣି, ଯୁକ୍ତିସଙ୍ଗତ ନିଷ୍ପଭି ଏବଂ ତ୍ବରିତ ସମାଧାନ ନିଶ୍ଚିତ କରି କରିବା ନିମନ୍ତେ ଆମେ ସମସ୍ତେ ତତ୍ପର ହେବା ଉଚିତ୍
8. ସ୍ବଚ୍ଛତା, ପାରଦର୍ଶିତା, କାର୍ଯ୍ୟଦକ୍ଷତା ଏବଂ ସେବା ପ୍ରଦାନରେ ଗୁଣାତ୍ମକ ମୂଲ୍ୟବୃଦ୍ଧି ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର କରିବାକୁ ମୁଁ ଆହ୍ୱାନ କରୁଛି। ସାମ୍ପ୍ରତିକ ସାମ୍ପ୍ର ପରିସ୍ଥିତିରେ ଡିଜିଟ ଡିଜିଟାଲ୍ ଉପକରଣ ଏକ ବିକଳ୍ପ ନୁହେଁ ହଁ ; ; ବରଂ ଉତ୍କୃଷ୍ଟ ଶାସନ ଓ ଦାୟିତ୍ବବଦ୍ଧତାର ର ଏକ ସକ୍ରିୟ ସାଧନା । ଏହାର ସଫଳ ବ୍ୟବହାର ଏବଂ ଏବଂ କାର୍ଯ୍ୟକାରିତା ଦ୍ବାରା ବ୍ୟବସ୍ଥାରେ ବିଳମ୍ବ ବିଳମ୍ୱ ଓ ନାଗରିକଙ୍କ ସମସ୍ୟାକୁ ହ୍ରାସ କୁ ହ୍ରାସ କରିବା ଆମର ସର୍ବାଦୌ ପ୍ରଥମ ଲକ୍ଷ୍ୟ ହେବା ଉଚିତ୍।
១. ଓଡ଼ିଶାର ସମୃଦ୍ଧ ତଥା ଗରିମାମୟ ହସ୍ତତନ୍ତ ପରମ୍ପରା ପ୍ରତି ମୁଁ ଆପଣମାନଙ୍କ ଦୃଷ୍ଟି ଽ ବିନମ୍ର ଆହ୍ଵାନ କରୁଛି ଯେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଆମେ ସମ୍ମାନ ଜଣାଇବ କର୍ମଚାରୀମାନେ ସପ୍ତାହରେ ଅତି କମ୍ରେ ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପିନ୍ଧିବାକୁ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପରିଧାନ କରିବା । ଯଦି ଆପଣମାନେ ପୂର୍ବରୁ ସପ୍ତାହର ଅନ୍ୟ କୌଣସି ଦିନ କରିଥାନ୍ତି, ତାହା ମଧ୍ୟ ଗ୍ରହଣଯୋଗ୍ୟ । ଏହା ଆମ କୌଳିକ ବୃଦ୍ଧିର ପରମ୍ପରାକୁ ବଜାୟ ର ଏବଂ ଦକ୍ଷତା ପ୍ରତି ସମୁଚିତ ସମ୍ମାନ ହେବ । ଆକର୍ଷଣ କରିବାକୁ ଚାହୁଁଛି । ମୁଁ ସମସ୍ତଙ୍କୁ ଇବା । ଆମେ ସମସ୍ତ ଅଧିକାରୀ ତଥା ଆଗ୍ରହୀ ହେବା । ରାଜ୍ୟର ସମସ୍ତ ରାଜସ୍ବ ନିର୍ଦ୍ଧାରଣ ରଖୁଥୁବା ବୁଣାକାର ଓ କାରିଗରମାନଙ୍କ କୃତିତ୍ୱ
១. ଲୋକସେବାରେ ନିଜର କର୍ଭବ୍ୟ ପାଳନ ସମୟରେ ଶିଷ୍ଟାଚାର ଓ ଶୃଙ୍ଖଳା ରକ୍ଷା କ୍ଷା କରିବାକୁ ଆମେ ସମସ୍ତେ ସର୍ବଦା ସଚେତନ ରହିବା ଆବଶ୍ୟକ । ଏହି ବିଷୟରେ ମୁଁ ଖୁବ୍ ସ୍ପଷ୍ଟ ତଥା ଦୃଢ଼ ଭାବେ କହିବାକୁ ଚାହେଁ ଯେ ; କୌଣସି ଅକାରୀ କିମ୍ବା କର୍ମଚା ର୍ମଚାରୀ ସାର୍ବଜନୀନ ସ୍ଥାନରେ କିମ୍ଵା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ପାନ, ତମାଖୁ ଜାତୀୟ ଦ୍ରବ୍ୟ ସେବନ, ଧୂମପାନ କିମ୍ୱା ମଦ୍ୟପାନ କରିବେ ନାହିଁ । ଏପରି କୌଣସି ଉଲଂଘନ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ସୁତରାଂ କୌଣ କୌଣସି ପରିସ୍ଥିତିରେ । ବିଭାଗର ପ୍ରତିଛବିକୁ ମଳିନ କରୁଥୁବା ଏପରି ବିଶୃଙ୍ଖଳିତ ବ୍ୟବହାରକୁ ସହ୍ୟ କରାଯିବ ନାହିଁ।
Γ. ଦୁର୍ନୀତି ପ୍ରତି ଆମର ଶୂନ୍ୟ ସହନଶୀଳତା ନୀତିକୁ ଦୃଢ଼ ଭାବେ ପାଳନ କରିବାକୁ ମୁଁ ପୁନର୍ବାର ଗୁରୁତ୍ୱାରୋପ କରିବାକୁ ଚାହେଁ । ଜମି ଓ ରାଜସ୍ବ ସମ୍ୱନ୍ଧୀୟ ବିଷୟଗୁଡ଼ିକ ନାଗରିକଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ I ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ବାସ ପୁନଃସ୍ଥାପନ ତଥା ସୁଦୃଢ଼ କରିବା ନିମନ୍ତେ ଆମେ ତତ୍ପରତାର ସହିତ କାମ କରିବା ଆବଶ୍ୟକ । ରାଜସ୍ବ ବିଭାଗରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ସଚ୍ଚୋଟ ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ସମ୍ମାନ ଓ ପୁରସ୍କାର ଦିଆଯିବ ଏବଂ ଦୁର୍ନୀତି, ଏହାର ପୃଷ୍ଠପୋଷକ ତଥା ଦୁର୍ନୀତିଗ୍ରସ୍ତ । ଅକାରୀମାନଙ୍କ ବିରୁଦ୍ଧରେ * ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
۲. ଶ୍ରୀଜଗନ୍ନାଥ ମହାପ୍ରଭୁ ।ପ୍ରଭୁଙ୍କ ସମସ୍ତ ଜମିଜମା ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା କରିବା ବିଭାଗର ଏକ ପ୍ରମୁଖ ଓ ଅନିବାର୍ଯ୍ୟ ଦାୟିତ୍ଵ । ଏହି ପ୍ରକାର ଜମିର ସୁରକ୍ଷା ପାଇଁ ଭୟ ଏବଂ ପକ୍ଷପାତ ବିନା ସମସ୍ତ ସଂପୃକ୍ତ ଅଧିକାରୀମାନେ ସଚ୍ଚୋଟ, ସକ୍ରିୟ ଓ ଫଳପ୍ରସୂ ପଦକ୍ଷେ ନେବେ ବୋଲି ମୁଁ ଅ ମୁଁ ଆଶା କରୁଛି।
९०. ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ବିନିମୟ ଏବଂ ଯୋଗାଯୋଗରେ ଯଥାସମ୍ଭବ ଓଡିଅ ହାର ଉପରେ ଆମେ ସର୍ବଦା ଗୁରୁତ୍ବ ଦେବା । ଶେଷରେ ସମସ୍ତ ସରକାରୀ ପତ୍ର ଆ ଭାଷା ବ୍ୟବହାର କରିବା ନିମନ୍ତେ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି। ଏହା ସରକାରୀ ଭାଷା ଭାବରେ ଆମ ମାତୃଭାଷା ଓଡିଆ ପ୍ରତି ଆମର ସମ୍ମାନକୁ ସୁଦୃଢ଼ କରିବା ସହିତ ଶାସନବ୍ୟବସ୍ଥାକୁ ସୁଗମ, ସୁଲଭଏବଂ ସମାଜର ସାମଗ୍ରିକ ସମୃଦ୍ଧିକୁ ସୁଦୃଢ଼ କରିବା ସାଧାରଣଲୋକେ ବ୍ୟବସ୍ଥା ସହ ଅଧିକ ଜଡିତ ରହିବା ନିମନ୍ତେ ଏହା ଅବଶ୍ୟମ୍ଭାବୀ ।