ରାଜ୍ୟରେ ଲୋକମାନେ ତେଲ ପାଇଁ ଆତୁରତା ନ ହେବାକୁ ମନ୍ତ୍ରୀଙ୍କ ପରାମର୍ଶ...

May 15, 2026 - 16:03
 3
ରାଜ୍ୟରେ ଲୋକମାନେ  ତେଲ ପାଇଁ ଆତୁରତା ନ ହେବାକୁ ମନ୍ତ୍ରୀଙ୍କ ପରାମର୍ଶ...

ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ

ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍‌ ଅଛି କହିଲେ ମନ୍ତ୍ରୀ

ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ

'ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ'

୧୩ ଦିନ ପାଇଁ ଷ୍ଟକ୍‌ ଓଡ଼ିଶାରେ ଅଛି କହିଲେ ମନ୍ତ୍ରୀ