ଶିକ୍ଷା କ୍ଷେତ୍ରରେ ପୁଣି ସରଂକ୍ଷଣ ବଢିଲା...
ବଢ଼ିଲା ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ସଂରକ୍ଷଣ
ST, SC ଓ ପଛୁଆ ବର୍ଗ SEBCଙ୍କ ପାଇଁ ବଢ଼ିଲା ସଂରକ୍ଷଣ
STଙ୍କ ସଂରକ୍ଷଣ ୧୨%ରୁ ୨୨.୫ ପ୍ରତିଶତକୁ ବୃଦ୍ଧି
ଅନୁସୂଚିତ ଜାତିଙ୍କ ସଂରକ୍ଷଣ ୮%ରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି
ପଛୁଆ ବର୍ଗ SEBCଙ୍କ ପାଇଁ ସଂରକ୍ଷଣ ୧୧.୨୫ ପ୍ରତିଶତ ଲାଗୁ ନିଷ୍ପତ୍ତି
ସଂରକ୍ଷଣ ବ୍ୟବସ୍ଥା ସବୁ ବିଶ୍ବବିଦ୍ୟାଳୟ, ଅନୁବନ୍ଧିତ ଶିକ୍ଷାନୁଷ୍ଠାନରେ ଲାଗୁ ହେବ
ITI, ପଲିଟେକ୍ନିକ, ନର୍ସିଂ, ଫାର୍ମାସୀ, ମ୍ୟାନେଜମେଣ୍ଟ ପାଠପଢ଼ାରେ ମଧ୍ୟ ଲାଗୁ କରାଯିବ