ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଲା...
ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ । ଦୈନିକ ଯଶିପୁର ପଟୁ ୩୫ ଓ ବାରିପଦା ପଟୁ ୨୫ ଗାଡ଼ିକୁ ଅନୁମତି ମିଳିବ। ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ ସଫାରିରେ ୫ଘଣ୍ଟା ବୁଲିବେ ପର୍ଯ୍ୟଟକ। ରାତ୍ରିଯାପନ ପାଇଁ ଇକୋଟୁରିଜିମ୍ ସାଇଟରେ ଅଗ୍ରୀମ ବୁକିଂ କରିବେ ପର୍ଯ୍ୟଟକ।