ସ୍ମୃତି ଚାରଣ ସଭାରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି...
ସ୍ମୃତି ଚାରଣ ସଭାରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି...
ଓଁକାର ନାଥ ଦେବ ମିଶନ ଭୁବନେଶ୍ୱର ,ସତ୍ୟମ୍ ସିବମ ସୁନ୍ଦରମ୍ ପତ୍ରିକା ଓ ଶୁଭଦ୍ରା ର ଉପଦେଷ୍ଟା ସ୍ବର୍ଗତ କରୁଣା ମୟୀ ଦେବୀ ଙ୍କ ସ୍ମୃତି ଚାରଣ ଉତ୍ସବ ଶ୍ୟାମା ଶଙ୍କର ମଠ , ଭୁବନେଶ୍ବର ପରିସରରେ ଏଡ଼ିଟର ଇଂଜିନିୟର ଯିତେନ୍ କୁମାର ରାଉତରାୟ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି ଓ ମୁଖ୍ୟ ବକ୍ତା ରୂପେ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି,ଓ ବିଶିଷ୍ଟ ଅତିଥି ରୂପେ ଶ୍ରୀ ନିର୍ମଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।
ମଠ ମହନ୍ତ ମହାରାଜ ଶ୍ରୀ ଅରୁଣ କୁମାର ଗାଙ୍ଗୁଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ପ୍ରସାଦ ସେବନ କରାଯାଇଥିଲା