ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦେଶନାମା .
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମା:
????ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ନିର୍ଦେଶ ଜାରି ହୋଇଛି
????୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତିକୁ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି????କମିଟି ସଦସ୍ୟଙ୍କ ନାମ ଏବଂ ଯୋଗାଯୋଗ ନମ୍ବର ଏଚଆଇଏମଏସ ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ହୋଇଛି
????ଏହା ସହ ଯଥାଶୀଘ୍ର ମହିଳା ଯୌନ ଶୋଷଣ ଏବଂ ଅଭିଯୋଗ ନେଇ ଏକ କର୍ମଶାଳା କରିବାକୁ କୁହା ହୋଇଛି
????ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ କଲେଜକୁ
ଯୌନ ନିର୍ଯାତନା ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି
????ନିଜ କ୍ୟାମ୍ପସରେ ସମ୍ବେଦନଶୀଳ ଘଟଣା ଉପରେ ନଜର ରଖିବା ଜରୁରୀ
????ଆଇସିସି ଥିଲେ କାର୍ଯ୍ୟକ୍ଷମ କର, ନଥିଲେ ତୁରନ୍ତ ଗଢ଼ିବାକୁ ପରାମର୍ଶ
????ଇନ୍ହାଉସ ସୁରକ୍ଷାକର୍ମୀ ନିୟୋଜିତ କରିବା ସହିତ ୨୪ ଘଣ୍ଟିଆ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଜାରି କରା ହୋଇଛି ||