କଟକ ଡିସିପି ଶ୍ରୀ ଖିଲାରୀଙ୍କ ସୁସ୍ଥତା ଓ ଆରୋଗ୍ୟ କାମନା କରି ସାକ୍ଷାତ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ

Oct 4, 2025 - 15:09
 35
କଟକ ଡିସିପି ଶ୍ରୀ ଖିଲାରୀଙ୍କ ସୁସ୍ଥତା ଓ ଆରୋଗ୍ୟ କାମନା କରି ସାକ୍ଷାତ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ

କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ସମୟରେ ଗଣ୍ଡଗୋଳରେ ଆହତ ହୋଇଥିଲେ DCP ଖିଲାରୀ

କଟକ ଡିସିପି ଶ୍ରୀ ଖିଲାରୀଙ୍କ ସୁସ୍ଥତା ଓ ଆରୋଗ୍ୟ କାମନା କରି ସାକ୍ଷାତ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ 

ସେ ତାଙ୍କୁ ସାକ୍ଷାତ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କଲେ ମଧ୍ୟ

DCP ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାରେ ତାଙ୍କର ଭୁମିକାକୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇ ଥିଲେ |