ଡ୍ରଗ୍ଧ ବିରୋଧରେ ଲଢ଼େଇରେ ରାଜସ୍ଥାନ ଜସ୍ଥାନ ପୋଲିସ ଏବଂ ଏନସିବି ମଧ୍ୟରେ ସହଯୋଗର ଏହା ଏକ ଗୁରୁତ୍ବପୂର୍ଣ

Nov 16, 2025 - 13:08
 17
ଡ୍ରଗ୍ଧ ବିରୋଧରେ ଲଢ଼େଇରେ ରାଜସ୍ଥାନ ଜସ୍ଥାନ ପୋଲିସ ଏବଂ ଏନସିବି ମଧ୍ୟରେ ସହଯୋଗର ଏହା ଏକ ଗୁରୁତ୍ବପୂର୍ଣ

ଡ୍ରଗ୍ଧ ବିରୋଧରେ ଲଢ଼େଇରେ ରାଜସ୍ଥାନ ଜସ୍ଥାନ ପୋଲିସ ଏବଂ ଏନସିବି ମଧ୍ୟରେ ସହଯୋଗର ଏହା ଏକ ଗୁରୁତ୍ବପୂର୍ଣ ଉଦାହରଣ

ଡ୍ରଗ୍ଧ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ରାଜସ୍ଥାନ ପୋଲିସ ରାଜସ୍ଥାନର ସିରୋହି ଜିଲ୍ଲାର ଲ୍ଲାର ଏକ ଦୁର୍ଗମ ଗ୍ରାମରେ ଏକ ଗୁପ୍ତ ପରୀକ୍ଷାଗାର ଠାବ କରିଛନ୍ତି। ଶହ ଶହ କିଲୋଗ୍ରାମ ରାସାୟନିକ ପଦାର୍ଥ ଜବତ କରାଯାଇଛି, ଯାହ ଯାହା ପ୍ରାୟ ୧୦୦ କିଲୋଗ୍ରାମ ମେଫେଡ୍ରୋନ ଉତ୍ପାଦନ ପାଇଁ ଯଥେଷ୍ଟ ଥ୍‌ଲା, ଏହାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା। ମାଷ୍ଟରମ ରମାଇଣ୍ଡ ଏବଂ ଅନ୍ୟ ୪ଜଣଙ୍କୁ ଗିରଫ କରାଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ରାଜ୍ୟରେ ମେଫେଡ୍ରୋନ୍ ଏକ ସାଇକୋଟ୍ରୋପିକ୍ ଔଷଧ ଭାବରେ ଅଧୂକରୁ ଅଧୂକ ବ୍ୟବହୃତ ହେଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ତ ଶାହଙ୍କ ମାର୍ଗଦର୍ଶନରେ ଭାରତ ସରକାର ନିଶାଦ୍ରବ୍ୟ ମୁକ୍ତ ଭାରତକୁ ପ୍ରସ୍ତୁତ କରିବା ପାଇଁ ନିଶାଦ୍ରବ୍ୟ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ବିଶେଷ କରି ରାଜସ୍ଥାନରେ ଜିଲ୍ଲା ପୋଲିସକୁ ସକ୍ରିୟ କରିବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାସିକ ଜିଲ୍ଲା ସ୍ତରୀୟ ଏନସିଓଆରଡି ବୈଠକ ବ୍ୟବସ୍ଥାର ଉପଯୋଗ କରିଥିଲା। ରାଜ୍ୟ ପୋଲିସକୁ ଏହି ପ୍ରସଙ୍ଗରେ ସକ୍ରିୟ କରାଯାଇ ରଥିଲା ଏବଂ ଏକ ଗୁପ୍ତ ସ୍ଥାନରେ ରାସାୟନିକ ପଦାର୍ଥ ତଥା ପରୀକ୍ଷାଗାର ଉପକରଣ ଥୂବା ଡ୍ରମ୍ ଉପସ୍ଥିତ ଉପସ୍ଥିତ ଥୂବା ନେଇ ଏନସିବି ଘିବିର ସ୍ଥାନୀୟ କାର୍ଯ୍ୟାଳୟକୁ ରିପୋର୍ଟ କରାଯାଇଥିଲା। ଏପରି ସ୍ଥାନ ମେଫେଡ୍ରୋନ୍ ପରି ସିନ୍ଥେଟିକ୍ ଔଷଧ ଔଷଧ ଉତ୍ପାଦନ ପାଇଁ ଏବ ଏକ ଗୁପ୍ତ ସୁବିଧା ହୋଇପାରେ । ଏନସିବି ଦ୍ବାରା ସାରା ଦେଶରେ ଜିଲ୍ଲା ପୋଲିସ ସହିତ ଗୁପ୍ତ ପରୀକ୍ଷାଗାରର ଉପସ୍ଥିତି ବିଷୟରେ ରେଡ ଫ୍ଲାଗ ସୂଚକ ମଧ୍ୟ ସେୟାର କରାଯାଇଥିଲା। ଏଥିରେ ଅନୁର୍ଭୁକ୍ତ ଥୂବା ବାଟ ଗୁଡ଼ିକୁ ବନ୍ଦ କିମ୍ବା ଖୋଲା; ଅତ୍ୟଧୂକ ବାୟୁ ଚଳାଚଳ ପାଇଁ ଥୂବା ଛୋଟ ବାଟ; କାନୁ/ଚଟାଣ, କୋଠାଘର କିମ୍ବା ସେଡରେ ଧାତବ କ୍ଷୟ କିମ୍ବା ରାସାୟନିକ ଦାଗ ଚିହ୍ନ, ପୂର୍ବରୁ ଆବାସିକ କିନ୍ତୁ

ପରୀକ୍ଷାଗାର ଭାବରେ ବ୍ୟବହୃତ; ଗୁପ୍ତ ସ୍ଥାନରେ ରାସାୟନିକ କିମ୍ବା ଉପକରଣର ସଂରକ୍ଷଣ ଇତ୍ୟାଦି ।

ଏହିପରି ଏକ ଉଦାହରଣରେ, ରାଜସ୍ଥାନର ସିରୋହି ପୋଲିସ ସିରୋହି ଜିଲ୍ଲାର ଦାନୁରାଇ ଗ୍ରାମରେ ଥ‌ିବା ଏକ ଦୁର୍ଗମ ଫାର୍ମ ହାଉସରେ ୦୬.୧୧.୨୦୨୫ ରେ ରାସାୟନିକ ପଦାର୍ଥ ଏବଂ ପରୀକ୍ଷାଗାର ଉପକରଣ ଥୂବା ଡ୍ରମ୍ ଏବଂ ପ୍ୟାକେଟ୍ ଜବତ କରିଥିଲା। ପୋଲିସ ତୁରନ୍ତି ଏହି ସୂଚନା ଏନସିବି, ଯୋଧପୁରକୁ ସେୟାର କରିଥିଲା, ଯାହା ପରେ ଅଧୂକାରୀମାନେ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ ଏବଂ ଏକ ଗୁପ୍ତ ପରୀକ୍ଷାଗାରର ସଙ୍କେତ ପାଇଥିଲେ। ଶହ ଶହ କିଲୋଗ୍ରାମ ରାସାୟନିକ ପଦାର୍ଥ ମିଳିଥୁଲା ଯାହା ପ୍ରାୟ ୧୦୦ କିଲୋଗ୍ରାମ ମେଫେଡ୍ରୋନ ଉତ୍ପାଦନ ପାଇଁ ଯଥେଷ୍ଟ ଥୂଲା, ଯାହାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା ଥିଲା । ଗାନ୍ଧୀନଗରର ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ (ଏନଏଫଏସୟୁ) ଟିମକୁ ଯାଞ୍ଚ ପାଇଁ ଡକାଯାଇଥିଲା ଏବଂ ସେମାନେ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଉକ୍ତ ପରୀକ୍ଷାଗାର ଉପକରଣ ପୂର୍ବରୁ ବ୍ୟବହାର କରାଯାଉଥିବା ନିଶ୍ଚିତ କରିଥିଲେ।

ମାମଲାର ତଦନ୍ଧ ସମୟରେ, ପରୀକ୍ଷାଗାର ଚଳାଇବା ପଛରେ ଥ‌ିବା ମୁଖ୍ୟ ଚରିତ୍ରମାନଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ରାଜସ୍ଥାନ ପୋଲିସ ସହାୟତାରେ, ଯୋଧପୁରର ଏନସିବି ଦ୍ବାରା ରାଜସ୍ଥାନ ଏବଂ ଗୁଜରାଟର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ରାଜସ୍ଥାନର ଜାଲୋର ଜିଲ୍ଲାର ମାଷ୍ଟରମାଇଣ୍ଡ ଭାଲା ରାମଙ୍କୁ ଗିରଫ କରାଯାଇଛି ଏବଂ ପଚରାଉଚରାରୁ ଜଣାପଡ଼ିଛି ଯେ, ସେ ସ୍ମୃତକ ଏବଂ ସିଭିଲ୍ ସର୍ଭିସ୍ ପରୀକ୍ଷା ସମେତ ବିଭିନ୍ନ ପରୀକ୍ଷାରେ ବିଫଳ ହେବା ପରେ, ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ମେଫେଡ୍ରୋନ୍ ଉତ୍ପାଦନ ବ୍ୟବସାୟରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଲଟୋରା ଜିଲ୍ଲାର ଧନତ୍ରାଇ ଗ୍ରାମରେ ଥୂବା ତାଙ୍କ ସହଯୋଗୀ ଭୁରା ରାମଙ୍କ ନାମରେ ଏହି ଫାର୍ମ ହାଉସକୁ ଲିଜରେ ନେଇଥିଲେ। ସେ ସିଣ୍ଡିକେଟର ଅନ୍ୟ ସ ସଦସ୍ୟମାନ ନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଭର୍ତୁଆଲ୍ ସିମ୍ ବ୍ୟବହାର କରିଥିଲେ ଏବଂ ଉତ୍ପାଦନ ପ୍ରକ୍ରିୟା ଶିଖୁବା ପାଇଁ ଡାର୍କନେଟ୍ ଖୋଜି ଥିଲେ । ସେ । ସେ ଗୁଜରାଟର ଅଙ୍କଲେଶ୍ବରରୁ ରାସାୟନିକ ପଦାର୍ଥ ଏବଂ ପରୀକ୍ଷାଗାର ଉପକରଣ ସଂଗ୍ରହ କରିଥିଲେ। ସେ ମଧ୍ୟ ମେଫେଡ୍ରେ ଡ୍ରୋନ୍ ଚୋରାଚାଲାଣର ଏକ ସିବିଏନ୍ ମାମଲାରେ ପୁଲିସ୍ ନଜରରେ ଥିଲେ। ରାସାୟନିକ ପଦାର୍ଥ ଏବଂ ଉ ଉପକରଣ ପରିବହନରେ ରେ ବ୍ୟବହୃତ ଗାଡ଼ିଟିକୁ ଜବତ କରାଯାଇଛି। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ସେମାନେ ୮ କିଲୋଗ୍ରାମ ମେଫେଡେ ଡ୍ରୋନ୍ ଉତ୍ପାଦନ କରିଛନ୍ତି, ଯେଉଁଥୂରୁ ୨ କିଲୋଗ୍ରାମ ସିବିଏନ୍ ସେମାନଙ୍କ ଜଣେ ସହଯୋଗୀଙ୍କଠା ୧ଠାରୁ ୨୮ ଅକ୍ଟୋବର ୨୦ ୨୦୨୫ରେ ଜବତ କରିଛି। ବର୍ତ୍ତମାନ ଏହି ମାମଲାରେ ଅଧୂକ ତଦନୁ ଜାରି ରହିଛି।

ଡ୍ରଗ୍ଧ ବିରୁଦ୍ଧରେ ଲଢ଼େଇରେ ରାଜସ୍ଥାନ ପୋଲିସ ଏବଂ ଏନସିବି ମଧ୍ଯରେ ର ସହଯୋଗର ଏହା ଏକ ଗୁରୁତ୍ବପୂର୍ଣ୍ଣ ଉଦାହରଣ, ଯେଉଁଠାରେ ସେମାନେ ମିଳିତ ଭାବରେ ଅନୁସନ୍ଧାନ ଏବଂ ଯାଞ୍ଚ କରିଥିଲେ। ଯାହା ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଗୁପ୍ତ ଲ୍ୟାବ ଏବଂ ଏହା ପଛରେ ଥୂବା ସିଣ୍ଡିକେଟକୁ ୫ ଦିନର ସ୍ବଳ୍ପ ସମୟ ମଧ୍ଯରେ ଠାବ ଠାବ କରିଥିଲା।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରୋ ନାଗରିକମାନଙ୍କୁ ଅନୁରୋଧ ରୋଧ କରିଛି କିଛି ଯେ, ଯେଉଁ ସ୍ଥାନରେ ସ୍ଥା ରାସାୟନିକ ୟନିକ ପଦାର୍ଥ ଏବଂ ପରୀକ୍ଷାଗାର ଉପକରଣ ଗୁପ୍ତ ଭାବରେ ବ୍ୟବହୃତ ହେଉଛି, ସେହି ସ୍ଥାନରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସ୍ଥାନୀୟ ପୋଲିସ କିମ୍ବା ଏନସିବିକୁ ରେ ଖବର ଦିଅନ୍ତୁ କାରଣ ଏହା ସିନ୍ଥେଟିକ୍ ଔଷଧ ଉତ୍ପାଦନ ପାଇଁ ବ୍ୟବହୃତ ହୋଇପାରେ । ମାନସ ହେଲ୍ପଲାଇନ୍ ନମ୍ବର ୧୯୩୩ ଟେ