ପବିତ୍ର ହୋଲି ଅବସର ରେ ଶୁଭେଚ୍ଛା ଓ ଶୁଭ କାମନା କଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Mar 4, 2026 - 13:18
 25
ପବିତ୍ର ହୋଲି ଅବସର ରେ ଶୁଭେଚ୍ଛା ଓ ଶୁଭ କାମନା କଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ପବିତ୍ର ହୋଲି ଅବସର ରେ ଶୁଭେଚ୍ଛା ଓ ଶୁଭ କାମନା କଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୋଲିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର ପ୍ରତୀକ'

ରଙ୍ଗର ଉତ୍ସବ ଜୀବନରେ ନୂତନ ଆଶା ଓ ସମ୍ଭାବନା ଭରିଦେଉ'

ମହାପ୍ରଭୁଙ୍କ ନିକଟରେ ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ 

ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ

ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର ପ୍ରତୀକ

ଏହି ରଙ୍ଗର ଉତ୍ସବ ଆମସମସ୍ତଙ୍କ ଜୀବନରେ ନୂତନ ଆଶା ଓ ସଦ୍ଭାବନା ଭରିଦେଉ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିର ରଙ୍ଗରେ ରଙ୍ଗୀନ ହେଉ