ପ୍ରତ୍ୟେକ ମାସ ୯ ତାରିଖ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପି.ଏମ୍.ଏସ୍.ଏମ୍.ଏ ଅଧୀନରେ ସ୍ୱାସ୍ଥ୍ୟ ସେବା ମାଗଣାରେ ଉପଲବ୍ଧ ।
ପ୍ରତ୍ୟେକ ମାସ ୯ ତାରିଖ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପି.ଏମ୍.ଏସ୍.ଏମ୍.ଏ ଅଧୀନରେ ସ୍ୱାସ୍ଥ୍ୟ ସେବା ମାଗଣାରେ ଉପଲବ୍ଧ । ଗର୍ଭଧାରଣର ୪-୯ ମାସ ମଧ୍ୟରେ ଅନ୍ତତଃ ଥରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଯାଞ୍ଚ ନିଶ୍ଚୟ କରାନ୍ତୁ |