ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ"
ଐତିହାସିକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବି (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ବର ଦ୍ବାରା ଆୟୋଜିତ “ସେବା, ସୁଶାସନ ଓ ଗରିବ କଲ୍ୟାଣ" ଉପରେ ମଲ୍ଟିମିଡିଆ ପ୍ରଦର୍ଶନୀରେ ଜନସାଧାରଣଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଛି। ସିବିସି ଷ୍ଟଳ ଷ୍ଟଲ୍ ଏ ବର୍ଷର ବାଲିଯାତ୍ରାରେ ସବୁଠାରୁ ଆକର୍ଷଣୀୟ ପ୍ରଦର୍ଶନୀ ମଧ୍ୟ ମଧ୍ୟରୁ ଅନ୍ୟତମା ଏ ତମ ଏଠାରେ ଦର୍ଶକମାନେ ଭାରତ ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, କ କାର୍ଯ୍ୟକ୍ରମ ଓ ପଦକ୍ଷେପ ବିଷୟରେ ଜାଣିବାକୁ ପାଉଛନ୍ତି ।
ସପ୍ତମ ଦିନକୁ “ଫିଟ୍ ଇଣ୍ଡିଆ ଅଭିଯାନ” ଅଧୀନରେ ସ୍ବାସ୍ଥ୍ୟ ଓ ଫିଟନେସ୍ ବାର୍ଭା ପ୍ରଚାର ଲାଗି ନିଷ୍ଠାପୂର୍ଣ୍ଣ ଭାବେ ଉତ୍ସର୍ଗ କରାଯାଇଥିଲା I ଫି ଫିଟନେସ୍ ଗେମ୍ସ, ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ ଓ ପାରସ୍ପରିକ ଆଲୋଚନା ଭଳି କାର୍ଯ୍ୟକଳାପ ମାଧ୍ଯମରେ ଜନସାଧାରଣଙ୍କ ମଧ୍ୟ ମଧ୍ଯରେ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି ହୋଇଛି।
ଏହି ଅବସରରେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ । ଓ ନିର୍ଦ୍ଦେଶକ ଶ୍ରୀ ଅଜୟ ମହାନ୍ତି, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଓକିଲ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର, ସିଏମଜିଆ ମଜିଆଇ ସଂଯୋଜକ ଜକ ଶ୍ରୀ । ପିନାକୀ ମହାନ୍ତି ଏବଂ ବୁର୍ଲା ଭିଏସଏସ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ଶର୍ମିଲା ଗଡନାୟକ ବିଶିଷ୍ଟ ଅତିଥ୍ ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ସିବିସିର ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ, ଏହି ପ୍ରଦର୍ଶନୀ, ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଜନସାଧାରଣଙ୍କ ମନ ଓ ହୃଦୟ ପର୍ଯ୍ୟନ୍ତ ସୃଜନଶୀଳ ଭାବରେ ପହଞ୍ଚାଇବାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପା
ନସହଭାଗୀତାର ଅନନ୍ୟ ଡିଜିଟାଲ୍ ଡିସ୍କେ, ଫଟୋ ପ୍ୟାନେଲ୍ ଓ ସାଂସ୍କୃତିକ ପ୍ରଦର୍ଶନ ସହିତ ସିବିସିର ମଲ୍ଟିମିଡିଆ ପ୍ରଦର୍ଶନୀ ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛିI ସୂଚନା, ମନୋରଞ୍ଜନ ଓ ଜନସହଭା ସମନ୍ଵୟ ମାଧ୍ଯମରେ ସିବିସି ଷ୍ଟଲ୍ ପ୍ରତ୍ୟେକ ଦିନ ଦର୍ଶକମାନଙ୍କୁ ଆକର୍ଷିତ କରୁଛି ।