ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା...

Dec 6, 2025 - 12:21
 28
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା...

କନ୍ୟା ବିବାହ ପାଇଁ ୫୧ ହଜାର ଟଙ୍କା ମିଳିବ

ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି

ଝିଅ ବୟସ ୧୮ରୁ ୩୫ ବର୍ଷ, 

ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବ

ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି

ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା

ବିବାହ ଉପହାର ୧୦ ହଜାର,

ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା

ବିଧବା, ଦିବ୍ୟାଙ୍ଗଙ୍କ ପାଇଁ ସହାୟତା 

SC/ST, ଆର୍ଥିକ ଅନଗ୍ରସରଙ୍କୁ ମିଳିବ ସହାୟତା