ଯୁଦ୍ଧ କୁ ନେଇ ପାଣିପାଗ ବିଶେଷଜ୍ଞ ଯାହା କୁହନ୍ତି...

Mar 2, 2026 - 11:17
 25
ଯୁଦ୍ଧ କୁ ନେଇ ପାଣିପାଗ ବିଶେଷଜ୍ଞ ଯାହା କୁହନ୍ତି...

ଯୁଦ୍ଧ କୁ ନେଇ ପାଣିପାଗ ବିଶେଷଜ୍ଞ ଯାହା କୁହନ୍ତି...

ଇରାନ୍- ଇସ୍ରାଏଲ ଯୁଦ୍ଧର ଭାରତୀୟ ଜଳବାୟୁ ଉପରେ ପଡ଼ିବ ପ୍ରଭାବ । 

ଜଳବାୟୁ ଉପରେ ମିଶାଇଲ ବ୍ୟବହାରର ପ୍ରଭାବ ପଡ଼ିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ସରତ ଚନ୍ଦ୍ର ସାହୁ। 

ସାହୁ କହିବା ଅନୁଯାୟୀ, ଭାରତରେ ଇରାନ୍ ଅଞ୍ଚଳରୁ ପବନ ପ୍ରବାହିତ ହୋଇଥାଏ। 

ଚଳିତ ବର୍ଷ ଇରାନ୍ ଯୁଦ୍ଧ ଯୋଗୁଁ ଅଧିକ ଗରମ ଅନୁଭବ କରିବେ ଓଡ଼ିଶାବାସୀ। 

ମାର୍ଚ୍ଚ ରୁ ମେ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ ହେବ।