IFFI ରେ ମିଡ଼ିଆ ଟେକ ଷ୍ଟାର୍ଟଅପ

Nov 7, 2025 - 12:41
 5
IFFI ରେ ମିଡ଼ିଆ ଟେକ ଷ୍ଟାର୍ଟଅପ

ବଜାର ପାଇଁ ବୁଥ୍ ବୁକିଂ ଖୋଲା ଅଛି ଆଇଏଫଏଫଆଇ ଗୋଆ ୨୦୨୫ରେ ୱେଭଏକ୍ସ ଅଧୀନରେ ୱେଭସ୍ ବଜାର

ୱେଭସ୍ ବଜାରରେ ଉଦୀୟମାନ ଏଭିଜିସି-ଏକ୍ସଆର ଏବଂ ମିଡିଆ-ଟେକ୍ ଷ୍ଟାର୍ଟଅପଗୁଡ଼ିକର ପ୍ରଦର୍ଶନୀ ନେଟୱର୍କି ସୁଯୋଗ ପ୍ରଦାନ କରିବ ବୈଶ୍ବିକ

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣା ଣାଳୟ ୱେଭ୍କୃ ଏକ୍ସ ଦ୍ବାରା ପରିଚାଳିତ ୱେଏ ଏକ୍ସ ବଜାରର ସ୍ବତନ୍ତ୍ର ଷ୍ଟାର୍ଟଅପ୍ ସୋକେଶ ଜୋନ୍ ୱେଏକ୍ସ ବୁଥ୍ ପାଇଁ ବୁଥ୍ ବୁକିଂ ଖୋଲିବା ନେଇ ଘୋଷଣା କରିଛି, ଯାହ ହା ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ), ଗୋଆ ଆ ୨୦୨୫ ରେ ରହିବ ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏଭିଜିସି -ଏକ୍ସଆର (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍‌, ଗେମିଂ, କମିକସ୍ ଏବଂ ଏକ୍ସଟେଣ୍ଡେଡ ରିଅଲିଟି) ଏବଂ ମନୋରଞ୍ଜନ କ୍ଷେତ୍ରରେ ଉଦୀୟମାନ ଷ୍ଟାର୍ଟଅପ୍ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଯାହା ବିଶ୍ୱ ଶିଳ୍ପ ନେତୃତ୍ବ, ନି ନିବେଶକ ଶକ ଏବଂ ପ୍ରଡକ୍ସନ୍ ଷ୍ଟୁଡିଓ ସହିତ ଯୋଡ଼ି ହେବ।

9098 ନଭେମ୍ବର ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥ‌ିବା ୱେଭସ୍ ବଜାର ଫିଲ୍ମ ବଜାର ନିକଟରେ ଅବସ୍ଥିତ ହେବ, ଯାହା ଆଇ ଆଇଏଫଏଫଆ ଆଇର ପ୍ରମୁଖ ନେଟୱାର୍କି ହବ୍ ଯାହା ସାରା ବିଶ୍ବର ଚଳଚ୍ଚିତ୍ର ନିର୍ମାତା, ପ୍ରସ୍ତୁତକର୍ତ୍ତା ଏବଂ ଗଣମାଧ୍ଯମ ପ୍ରତିନିଧୂଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ଜଣାଶୁଣା ।

ପ୍ରତ୍ଯେ ତ୍ୟକ ବୁଥ୍ ନାମମାତ୍ର ମୂଲ୍ୟ ଷ୍ଟଲ ପିଛା ୩୦,୦୦୦ (ଭାଗ କରିବା ଆଧାରରେ) ଉପଲବ୍ଧ ହେବ। ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍ ଗୁଡ଼ିକ ନିମ୍ନଲିଖୂତ ସୁବିଧାଗୁଡ଼ିକ ପାଇବେ:

୨ଟି ପ୍ରତିନିଧୂ ପାଶ୍

ମଧ୍ୟାହ୍ନ ଭୋଜନ ଏବଂ ହାଇ ଟି

ଇଭନିଂ ନେଟୱାର୍କି ସୁବିଧା

ବୈଶ୍ବିକ ଚଳଚ୍ଚିତ୍ର, ଗଣମାଧ୍ୟମ ଏବଂ ବୈଷୟିକ ପେସାଦାରଙ୍କ ନିକଟତର ହେବାର ସୁଯୋଗ

ଆଗ୍ରହୀ ଷ୍ଟାର୍ଟଅପ୍ ଗୁଡିକ wavex.wavesbazaar.com ରେ ପଞ୍ଜୀକରଣ କରିପାରିବେ। ପ୍ରଶ୍ନଗୁଡ଼ିକୁ wavex-mib.gov.in କୁ ପଠାଯାଇପାରିବେ। ସୀମିତ ଷ୍ଟଲ ଉପଲବ୍ଧ ରହିଛି, ଏବଂ ଆବଣ୍ଟନ ପ୍ରଥମେ ଆସ, ପ୍ରଥମେ ପାଅ ଆଧାରରେ ହେବ।

ଆଇଏଫଏଫଆଇ, ଗୋଆ ବିଷୟରେ

୧୯୫୨ ମସିହାରେ ପ୍ରତିଷ୍ଠିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଏସିଆର ସବୁଠା ଠାରୁ ଗୁରୁତ୍ବପୂର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ଗୋଟିଏ, ଯାହା ବିଶ୍ବ ସିନେମାରେ ଉତ୍କର୍ଷତା ପାଳନ କରେ ଏବଂ ଚଳଚ୍ଚିତ୍ର ନିର୍ମାତା, କଳା ଳାକାର ଏବଂ ଚଳଚ୍ଚିତ୍ର ଉତ୍ସାହୀଙ୍କ ପାଇଁ ଏକ ସମ୍ମିଳନୀ ଭାବରେ କାର୍ଯ୍ୟ କରେ । ଗୋଆରେ ପ୍ରତିବର୍ଷ ଆୟୋଜିତ ହେଉଥୂବା ଆଇଏଫଏଫଆଇ ସମଗ୍ର ବିଶ୍ବ ଚଳଚ୍ଚିତ୍ର ଜଗତକୁ ଅଂଶଗ୍ରହଣ ଆକୃଷ୍ଟ କରିଥାଏ ଏବଂ ସୃଜନଶୀଳ ସହଯୋଗ ଏବଂ ସୁଯୋଗ

ପାଇଁ ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିଥାଏ। ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇ.ଏଫ୍.ଏଫ୍.ଆଇ.) ର ୫୬ତମ ସଂସ୍କରଣ ୨୦୨୫ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆର ପାଣାଜୀରେ ଅନୁଷ୍ଠିତ ହେବ।

ୱେଭଏକ୍ସ ବିଷୟରେ

ୱେଏକ୍ସ ହେଉଛି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ଜାତୀୟ ଷ୍ଟାର୍ଟଅପ୍ ଆକ୍ସିଲରେଟର ଏବଂ ଇନକ୍ୟୁବେସନ ପଦକ୍ଷେପ, ଯାହା ଏ.ଭି.ଜି.ସି.-ଏକ୍ସ.ଆର. ଏବଂ ମିଡିଆ-ଟେକ୍ ଇକୋସିଷ୍ଟମରେ ନବସୃଜନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ। ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ଇନକ୍ୟୁବେସନ ନେଟୱାର୍କ ସହିତ ସହଯୋଗ ମାଧ୍ଯମରେ, ୱେଭ୍ଏକ୍ସ ସୃଷ୍ଟିକର୍ତ୍ତା ଏବଂ ଷ୍ଟାର୍ଟଅପ୍ ମାନଙ୍କୁ ସେମାନଙ୍କର ଉଦ୍ୟୋଗକୁ ବୃଦ୍ଧି କରିବା ପାଇଁ ସଶକୁ କରିଥାଏ, ଯାହା ଭାରତର କ୍ରମବର୍ଦ୍ଧିଷ୍ଣୁ ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଇଥାଏ।