ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଗୁରୁତ୍ବପୂର୍ଣ : ପିଆଇବି ଏଡିଜି
ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ
କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ନୟ ଏବଂ ପତ୍ର ସୂଚନା କାର୍ଯ୍ୟାଳ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି "ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ" କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି।
ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖେଳ କୁମାର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ ର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ଅତିଥ୍ ଭାବେ ଡ. ହୃଷିକେଶ ମଲ୍ଲିକ, ସ୍ବତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ, ପୂର୍ବତନ ଆୟକର କମିଶନର, ଡ଼. ହିମାଦ୍ରି ତନୟା ମିଶ୍ରଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ଯମ ପ୍ରତିନିଧୂ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥ୍ମାନେ " ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ" ' ବିଷୟରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପିଆଇବି ଏଡିଜି ଶ୍ରୀ ଅଖେଳ କୁମାର ମିଶ୍ର କହିଥିଲେ, “ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ନାରୀଙ୍କୁ ଏକ ସଶକ୍ତ ଶକ୍ତି ଭାବରେ ଦେଖାଯାଇଛି। ସେମାନଙ୍କର ସହନଶୀଳତା, ସତ୍ୟ ପ୍ରତି ଅଗାଢ ବିଶ୍ବାସ ଓ ନୀତିମୂଳକ ଦୃଢତା, ସମାଜକୁ ନୂଆ ଦିଗାରେ ଆଗେଇ ନେବାରେ ସବୁବେଳେ ଶକ୍ତିଶାଳୀ ହୋଇଥାଏ। ଗାନ୍ଧୀଜୀଙ୍କ ମତାନୁସାରେ, ନାରୀଙ୍କୁ ଅବହେଳା କରି ସମାଜର ସମ୍ପୂର୍ଣ୍ଣ ଉନ୍ନତି କେବେ ବି ସମ୍ଭବ ନୁହେଁ।ସେମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରି କରିଥା'ନ୍ତି।"
ସେ ଆହୁରି କହିଥିଲେ ଯେ, “ଗାନ୍ଧୀଜୀଙ୍କ ସମୟରେ, ନାରୀଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରାଇବା ପ୍ରତୀକାମୂକ ପଦକ୍ଷେପ ନଥୁଲା, ବରଂ ସମାଜରେ ତାଙ୍କର ସଶକ୍ତ ସ୍ଥାନକୁ ସ୍ବୀକାର କରିବାର ଏକ ସଚେତନ ପ୍ରୟାସ ଥୂଲା I ସେଥିପାଇଁ ଗାନ୍ଧୀଜୀଙ୍କ ପ୍ରତ୍ୟେକ ଆନ୍ଦୋଳନରେ, ନାରୀଙ୍କ ସହ ଭାଗୀତା ନିର୍ଣ୍ଣାୟକ ଭୂମିକା ନେଇଥୁଲା।"
ତାଙ୍କ ଅନୁସାରେ, " ନାରୀଙ୍କୁ ରୀଙ୍କୁ କେବଳ କରିବା ସଙ୍ଗେ ସମାନ। ଳ ଘରୋଇ ପରିଧ୍ଧରେ ସୀମାବଦ୍ଧ କରିବା, ସମାଜ ସମାଜକୁ ଦୁର୍ବଳ ଜୀ ବିଶ୍ବାସ କରୁଥିଲେ ଯେ, ନାରୀଙ୍କ ଶିକ୍ଷା, ସଚେତନତା ଓ ସଶକ୍ତିକ କରଣ, ସମାଜରେ ସତ୍ୟ, ଅହିଂସା ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଅତ୍ୟାବଶ୍ୟକ। ଆଜିର ପରିପ୍ରେକ୍ଷୀରେ ମଧ୍ଯ ଏହି ମନ୍ତବ୍ୟ ସମାନ ଭାବରେ ପ୍ରାସଙ୍ଗିକ ।"
କାର୍ଯ୍ୟକ୍ରମରେ ବିଶେଷ ଅତିଥ୍ ଡ଼. ହୃଷିକେଶ ମଲ୍ଲିକ ତାଙ୍କର ଅଭିଭାଷ ଷଣରେ କହିଥିଲେ, “ସାହିତ୍ୟ ଓ ଇତିହାସରେ ଯେପରି ନାରୀଙ୍କ ଅବଦାନ ରହିଛି, ସେହିପରି ଗାନ୍ଧୀଜୀଙ୍କ ଗାନ୍ଧୀ ଆନ୍ଦୋଳନରେ ମଧ୍ଯ ସେମାନଙ୍କର ଭୂମିକା ଅସାଧାରଣ। ଗାନ୍ଧୀଜୀ ଅନେକ ସମୟରେ କୁସଂ (ସଂସ୍କାର ଓ ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ। ସେତେବେଳେ ବାଲ୍ୟ ବିବାହ ଓ ବାଲ୍ୟ ବିଧବାର ସମସ୍ୟ ଭାରତୀୟ ସମାଜ ପାଇଁ ଏକ ଅଭିଶାପ ସଦୃଶ ଥୁଲା I ସେଥ୍ପାଇଁ ସେ ବାଲ୍ୟ ବିବା ବିବାହର ବିରୋଧ କରିଥିଲେ ଓ ବାଲ୍ୟ ବିଧବାଙ୍କୁ ଶିକ୍ଷା, ସ୍ଵାଧୀନତା ଓ ସାମାଜିକ ସମ୍ମାନ ପାଇଁ ଆହ୍ବାନ ଦେଇଥିଲେ। ବାଲ୍ୟ ବିଧବାଙ୍କୁ ମୁକ୍ତି ଦେବା, ନାରୀ ସଶକ୍ତିକରଣର ମୂଳ ଅଂଶ ଥିଲା I ସେ ବିଶ୍ବାସ କରୁଥିଳେ ଲେ ଯେ, ନାରୀଙ୍କର ଆତ୍ମଶକ୍ତି ଓ ସାହସ, ପୁରୁଷଙ୍କୁ ଅତିକ୍ରମ କରିପାରେ ।" ଗାନ୍ଧୀଜୀଙ୍କ ପାଇଁ, ନାରୀ କେବଳ ସ୍ବାଧୀନତାର ସହଭାଗୀ ନୁହେଁ, ବରଂ ସମାଜର ନୀତିମୂଳକ ଦିଗରେ ଏକ ପ୍ରେରଣା।
ସମ୍ମାନିତ ଅତିଥ୍ ଡ଼. ହିମାଦ୍ରି ତନୟା ମିଶ୍ର ତାଙ୍କର ଉଦବୋଧନରେ କହିଥିଲେ, ମହାତ୍ମା ଗାନ୍ଧୀଙ୍କୁ "ରାଷ୍ଟ୍ର ପିତା" ଭାବେ ସମ୍ମାନ କରାଯାଏ I ତାଙ୍କ ଜୀବନ ଆଦର୍ଶ, ସତ୍ୟ, ଅହିଂସା ଓ ସରଳତା ଉପରେ ଆଧାରିତ ଥୁଲା I ସେ ବି ଶ୍ବାସ କରୁଥିଲେ ଯେ, "ସତ୍ୟ ବିନା ଧର୍ମ ନାହିଁ, ଅହିଂସା ବିନା ସତ୍ୟ ପ୍ରତିଷ୍ଠା ପାଇପାରିବ ନାହିଁ"। ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀମାନେ ସଦା ସମାଜର ମୂଳ ଶକ୍ତି। ନାରୀଙ୍କୁ ନୀତି, ସଂସ୍କୃତି, ସାହିତ୍ୟ, ଶିକ୍ଷା ଓ ସମାଜସେବାରେ ସମାନ ସୁଯୋଗ ଦେଲେ, ସମାଜର ଅନେକ ସମସ୍ୟାର ସ୍ଵତଃପୂର୍ଭ ସମାଧାନ ହୋଇଯିବ। ଗାନ୍ଧୀଜୀଙ୍କ ଦୃଷ୍ଟିକୋଣ ଆମକୃ ମକୁ ସେହି ପଥରେ ଆଗେଇବାକୁ ପ୍ରେରଣା ଦିଏ, ଯେଠାରେ ନାରୀ ଓ ପୁରୁଷ, ଦୁହେଁ ସମାନ ଭାବରେ ଦେଶର ଉନ୍ନତିରେ ଅବଦାନ ରଖନ୍ତି।
ଶ୍ରୀ ସମ୍ବିତ ତ୍ରିପାଠୀ ତାଙ୍କ ଉଦବୋଧନରେ କହିଥିଲେ, “ଗାନ୍ଧୀଜୀଙ୍କ ଚିନ୍ତାଧାରାରେ ନାରୀଙ୍କୁ ଯେଉଁ ସମ୍ମାନ ନ ଓ ସ୍ଥାନ ଦିଆଯାଇଛି, ତାହ ଛି, ତାହା ଏକ ସାହସିକ ପଦକ୍ଷେପ ସେହି ସମୟରେ ନାରୀମାନେ ସାମାଜିକ ଓ ପାରିବାରିକ ସୀମାବଦ୍ଧତାରେ ରେ ବାନ୍ଧି ହୋଇଥିଲେ, କିନ୍ତୁ ଗାନ୍ଧୀଜୀ ସେମାନଙ୍କୁ ଦେଶର ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ଅଂଶୀଦାର ର ଭାବେ ସାମିଲ କରିଥିଲେ।" ଗାନ୍ଧୀଜୀଙ୍କ ପାଇଁ ନାରୀ କେବଳ ଏକ ସମର୍ଥକ ନୁହେଁ, ବରଂ ସମାଜ ।ଜର ନୀତିମୂଳକ ଶକ୍ତି। "ଆଜିର ସମୟରେ, ତେବେଳେ ସମାଜରେ ନାରୀଙ୍କ ସ୍ଥାନ Iମ ପାଇଁ ଏକ ପଥପ୍ରଦର୍ଶକ ବୋଲି ସେ କହିଥିଲେ। ଆମ ଙ୍କ ସ୍ଥାନକୁ ନେଇ ଆଲୋଚନା ହେଉଛି, ଗାନ୍ଧୀଜୀଙ୍କ ଦୃଷ୍ଟିକୋଣ
କାର୍ଯ୍ୟକ୍ରମ ଅବସରରେ ସ୍ବଚ୍ଛତା ପାଇଁ ଶପଥ ପାଠ କରାଯାଇଥିଲା। ଭୁବନେଶ୍ୱରର ସିବିସିର କର୍ମଚାରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ ନାଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ ।