ଓଡିଶା ସରକାରଙ୍କ ପଂଚାୟତ ପ୍ରତିନିଧିଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା

Jul 19, 2025 - 18:00
 23
ଓଡିଶା ସରକାରଙ୍କ ପଂଚାୟତ ପ୍ରତିନିଧିଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା

ପଂଚାୟତ ସ୍ତରରେ ସମସ୍ତ ପ୍ରତିନିଧିଙ୍କ ପାଇଁ ସରକାର ଘୋଷଣା କଲେ ଅନୁକମ୍ପା ମୂଳକ ସହାୟତା ରାଶି |
ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସମ୍ପର୍କୀୟଙ୍କୁ ମିଳିବ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା |
ୱାର୍ଡ ସଭ୍ୟଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ  ସମସ୍ତେ ପାଇପାରିବେ ଏହି ସୁବିଧା |