ପୂର୍ବତନ ବିଧାୟକଙ୍କ ଦରମା ହେଲା ବୃଦ୍ଧି...

Dec 10, 2025 - 09:49
Dec 10, 2025 - 09:50
 6
ପୂର୍ବତନ ବିଧାୟକଙ୍କ ଦରମା ହେଲା ବୃଦ୍ଧି...

ବିଧାୟକଙ୍କ ଦରମାକୁ ନେଇ ଆସିଲା ସଂଶୋଧିତ ବିଲ 

ବିଧାନସଭାରେ ବିଲ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ବିଧାୟକଙ୍କ ମୃତ୍ୟୁ ହେଲେ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ

୫ ବର୍ଷକୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନଶନ

ବିଲ ଆକାରରେ ନକରି ଅଡିନାନ୍ସ ଜରିଆରେ ଦରମା ବୃଦ୍ଧି କରାଯାଇପାରିବ

ଥରୁଟିଏ ବିଧାୟକ ହୋଇଥିଲେ ୮୦ ହଜାର ଟଙ୍କା ପେନଶନ ମିଳିବ

ବିଧାୟକଙ୍କ ମୋଟ ଦରମା ୩ ଲକ୍ଷ ୪୫ ହଜାର ଟଙ୍କା

ଅଧିକ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଅତିରିକ୍ତ ୩୦୦୦ ଟଙ୍କା ମିଳିବ

ପୂର୍ବତନ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ୧୨ ହଜାର ଟଙ୍କା ମିଳିବ

ପୂର୍ବତନ ବିଧାୟକଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାରରୁ ୨୫୦୦୦କୁ ବୃଦ୍ଧି