ବିଶ୍ବ ଖାଉଟି ଅଧିକାର ଦିବସ ଅବସରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ତରଫରୁ ଭାବନିପାଟଣା ସ୍ତ୍ଥିତ N.R.H.M ସଭାଗୃହରେ ପାଳିତ ହୋଇଥିଲା ।
ବିଶ୍ବ ଖାଉଟି ଅଧିକାର ଦିବସ ଅବସରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ତରଫରୁ ଭାବନିପାଟଣା ସ୍ତ୍ଥିତ N.R.H.M ସଭାଗୃହରେ ପାଳିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଶ୍ଵିନୀ ପାତ୍ର ଅଧକ୍ଷ୍ୟ, ଜିଲ୍ଲା ଉପଭୋକ୍ତା ସମାଧାନ ଆୟୋଗ, କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ଉପସଭାପତି ଶ୍ରୀଯୁକ୍ତ ଭବେନ୍ଦ୍ର ପଣ୍ଡା ଏବଂ ଅନ୍ଯତମ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରଞ୍ଜନ କୁମର ଜେନା, ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ଅଧିକାରୀ, ଶ୍ରୀଯୁକ୍ତ ଏ. ଜେ. ବେହେରା ବୈଧମାପ ବିଜ୍ଞାନ ନିରିକ୍ଷକ ଜୁନାଗଡ କାର୍ଯକର୍ମର ଆବାହକ ତଥା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ରାଜ୍ଯ କାର୍ଯକାରିଣୀ ସଦସ୍ୟ ପଶ୍ଚିମ ପ୍ରାନ୍ତ ତଥା ୧୯୭୫- ୭୭ ଅପାତକାଳୀନ ସେନାନୀ ସମିତି, ରାଷ୍ଟ୍ରୀୟ ଅଧକ୍ଷ୍ୟ ଶ୍ରୀଯୁକ୍ତ ସୁଶୀଲ ପଣ୍ଡା ମଞ୍ଚଶୀନ ହୋଇଥିବା ବେଳେ ପରିଚାଳନା ଦାଇତ୍ଵରେ ବରିଷ୍ଠ ଆଇନଜୀବୀ ତଥା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ଜିଲ୍ଲା ସହ ସଂଯୋଜକ ଶ୍ରୀମତୀ ସୌଦାମିନି ଦ୍ଵିବେଦୀ ସଭା ପରିଚାଳନା କରିଥିଲେ।
ଏହି କାର୍ଯକର୍ମକୁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ଜିଲ୍ଲା ସହ ସଂଯୋଜକ ଶ୍ରୀଯୁକ୍ତ କୃତିବାସ ମୁଣ୍ଡ , ବରିଷ୍ଠ ଆଇନଜୀବୀ କର୍ୟକ୍ରମ ପ୍ରମୁଖ ଦାଇତ୍ଵ ନେଇଥିବା ବେଳେ, ପ୍ରଚାର ପ୍ରସାର ଦାଇତ୍ଵରେ ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ R.M.PUJHARI ଜୁନାଗଡ ଦାଇତ୍ଵ ନେଇଥିଲେ ।
ଅନ୍ଯମାନଙ୍କ
ମଧ୍ୟରୁ ଶ୍ରୀଯୁକ୍ତ ଦିଲୀପ ଦୁବେ DPM,ସଭା ଗୃହ ଏବଂ ଅତିଥି ଡାଇତ୍ଵ ସୁଚାରୁରୂପେ ସମ୍ପାଦନ କରିଥିଲେ ।
ଅନ୍ଯ ମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ହେମନ୍ତ ମୁଣ୍ଡ ବରିଷ୍ଠ ସମାଜସେବୀ, ଶ୍ରୀଯୁକ୍ତ ବିରଞ୍ଚି ମୁଣ୍ଡ, ଶ୍ରୀଯୁକ୍ତ ଭବାନୀ ମୂଣ୍ଡ, ଶ୍ରୀଯୁକ୍ତ ବିକ୍ରମ ମୂଣ୍ଡ,ଅଧିବକ୍ତା ଶ୍ରୀଯୁକ୍ତ ପ୍ରଦୀପ ପଣ୍ଡା , ଆର. ଏନ . ତ୍ରିପାଠୀ, ଦିଲୀପ ପୁଟେଲ , ବରିଷ୍ଠ ନାଗରିକ ପ୍ରାନ୍ତ ସହସଂଗଠନ ମନ୍ତ୍ରୀ ତଥା ଅବସରପ୍ରାପ୍ତ ଯନ୍ତ୍ରୀ ଶ୍ରୀଯୁକ୍ତ ରମେଶ ରାଉଳ, ଶ୍ରୀଯୁକ୍ତ ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।