ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ଆଜି ଜନ୍ମଦିନ

Sep 17, 2025 - 14:39
 12
ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ଆଜି  ଜନ୍ମଦିନ

ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ଆଜି ଜନ୍ମଦିନ 

ରାଷ୍ଟ୍ରର ଉନ୍ନତି ଦେଶର ପ୍ରଗତି,

ସବ୍ କା ସାଥ୍ - ସବ୍ କା ବିକାଶ୍ ନାରା ଦେଇ ଭାରତ ଭୂମିକୁ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି

ସମଗ୍ର ରାଷ୍ଟ୍ର ପାଇଁ ଅହରହ ପରିଶ୍ରମ କରୁଥିବା, ବିଶ୍ବର ଲୋକପ୍ରିୟ ଜନନେତା, ଜନନାୟକ, ରାଷ୍ଟ୍ରସେବକ,ପ୍ରଧାନ ସେବକ ଶ୍ରୀମାନ୍ ନରେନ୍ଦ୍ର ଦାମୋଦର ଦାସ୍ ମୋଦିଜୀଙ୍କ ଜନ୍ମ ଦିବସର ଅନେକ ଅନେକ ଅଭିନନ୍ଦନ।

ରିପୋର୍ଟ :ରଶ୍ମିରଂଜନ ମିଶ୍ର 

#avnews24#

ଭୁବନେଶ୍ୱର