ଲକ୍ଷ୍ନୌରେ 'ଉତ୍ତର ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧୂତ କରିଛନ୍ତି ଗୃହମନ୍ତ୍ରୀ ସ୍ବାଧୀନତାର ।

Jan 27, 2026 - 09:34
 9
ଲକ୍ଷ୍ନୌରେ 'ଉତ୍ତର ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧୂତ କରିଛନ୍ତି ଗୃହମନ୍ତ୍ରୀ ସ୍ବାଧୀନତାର ।

ଲକ୍ଷ୍ନୌରେ 'ଉତ୍ତର ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ' ସ ବସ' ସମାରୋହକୁ ସମ୍ବୋଧୂତ କରିଛନ୍ତି ଗୃହମନ୍ତ୍ରୀ ସ୍ବାଧୀନତାର । ଶତବାର୍ଷିକୀ । ସୁଦ୍ଧା ଉତ୍ତର ପ୍ରଦେଶ ହେବ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ 'ବିକଣ୍ଠ କଶିତ ଭାର ଭାରତ' ଯାତ୍ରାରେ ଉତ୍ତର ପ୍ରଦେଶ ହେବ ଗୁରୁତ୍ବପୂର୍ଣ୍ଣ ସୁମ୍ଭ'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ' ଯୋଜନା ଦେଶବ୍ୟାପୀ ରୋଜଗାର ସୃଷ୍ଟିର ନୂଆ ଆଧାର

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ । ଅମିତ ଶାହ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ‘ଉତ୍ତର ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ' ସମାରୋହକୁ ସମ୍ବୋଧୂତ କରିଛନ୍ତି। ଏହା ସହିତ ସେ 'ଗୋଟି ଗୋଟିଏ ଜିଲ୍ଲା ଗୋଟିଏ ଖାଦ୍ୟ ' ଯୋଜନାର ଶୁଭାରମ୍ଭ କରି ସର୍ଦ୍ଦାର ପଟେଲ ଶିଳ୍ପ କ୍ଷେତ୍ର ଯୋଜନାର ଉଦଘାଟନ କରିଥିଲେ। ଶ୍ରୀ । ଅମିତ ଶାହ ସିଏମ୍ ଯୁବା କାର୍ଯ୍ୟକ୍ରମ ଅଧୀନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଉତ୍ତର ପ୍ରଦେଶ ଗୌରବ ସମ୍ମାନ ୨୦୨୫-୨୬ ପ୍ରଦାନ କରିଥିଲେ। ଏହି ଅବସରରେ ଉତ୍ତର ପ୍ରଦେଶର ) ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଅବସର ବସରରେ ଉପସ୍ଥିତ ଜନସଭ ଜନସଭାକୁ ସମ୍ବୋଧୂ ସମ୍ବୋଧୂତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ 1 ନରେନ୍ଦ୍ର ମୋଦୀ ୨୦୪୭ ମସି ମସିହା ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏହା ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ।ଗୀ ଆଦିତ୍ୟନାଥ ମଧ୍ଯ ଉତ୍ତର ପ୍ରଦେଶକୁ ଏକ ବିକଶିତ ରାଜ୍ୟ କରିବା ଲାଗି ସଂକଳ୍ପ ନେଇଛନ୍ତି। ସେ କହିଥିଲେ ଯେ, १०४० ମସିହା ଅଗଷ୍ଟ ୧୫ ତାରିଖରେ ଯେତେବେଳେ ଦେଶ ନିଜର ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ବେଳେ ଉତ୍ତର ପ୍ରଦେଶ ଏକ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ ଏବଂ ବିକଶିତ ଭାରତର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେବ। ଶ୍ରୀ ଶାହ କହିଥିଲେ σα ଉତ୍ତର । ପ୍ରଦେଶ ହେଉଛି ଭାରତର ହୃଦସ୍ପନ୍ଦନ ଏବଂ ଆତ୍ମା ଓ ଏବେ ଏହା ଦେଶର ବିକାଶର ଇଞ୍ଜିନ ହେବାକୁ ଯାଉଛି।

ଶ୍ରୀ ଶାହ କହିଥିଲେ ଯେ ଭଗବାନ ଶ୍ରୀ ରାମ, ଶ୍ରୀ କୃଷ୍ଣ, ବାବା ବିଶ୍ବନାଥ, ଭଗବାନ ମହାବୀର ଏବଂ ଭଗବାନ ବୁଦ୍ଧ ଏହି ଭୂମିକୁ ପବିତ୍ର କରିଛନ୍ତି। ସେ କହିଥିଲେ ଯେ ଆଗାମୀ ଦିନରେ ଲକ୍ଷ୍ନୌର ପ୍ରେରଣା ସ୍ଥଳ ଜାତୀୟ ଜାଗରଣର ଏକ ସ୍ଥାନ ସ୍ଥାନ ହେବାକୁ ଯାଉଛି। ଶ୍ଯାମା ମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ଭାରତରନ୍ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ନିର୍ମିତ ଏହି ପ୍ରେରଣା ସୁଳ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଦେଶକୁ ମାର୍ଗଦର୍ଶନ କରିବ। ଶ୍ରୀ ଶାହ କହିଥିଲେ ଯେ ପୂର୍ବରୁ ଏହି ଆବର୍ଜନାର ପାହାଡ଼ ଥୁଲା, କିନ୍ତୁ ସରକାର ଆବର୍ଜନାକୁ ସମ୍ପଦରେ ପରିଣତ କରିଥିଲେ। ଆଜି ଏହି ସ୍ଥାନ ରାଜ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ୬୫ ଏକର ଅଞ୍ଚଳରେ ସମଗ୍ର ଉତ୍ତରପ୍ରଦେଶ

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ସିଏମ୍ ଯୁବା କାର୍ଯ୍ୟକ୍ରମ ଅଧୀନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଜି ପାଞ୍ଚଟି ଞ୍ଚଟି ଜିଲ୍ଲାକୁ ସମ୍ମାନିତ କରାଯାଇଛି । ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତି ଏବଂ ବନ୍ଧକବିହୀନ ନ ଋଣ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ୧.୩ ଲକ୍ଷ ଯୁବକ ୫୩୨୨ କୋଟି ଟଙ୍କାର ଋଣ ଗ୍ରହଣ କରି କରି ଉପକୃତ ହୋଇଛନ୍ତି। 'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ' ଯୋଜନା ଏବେ କେବଳ ଉତ୍ତର ପ୍ରଦେଶରେ ନୁହେଁ, ବରଂ ସମଗ୍ର ଭାରତରେ ପ୍ରସାରିତ ହୋଇଛି। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏହା କାରିଗର, ଯୁବକ ଏବଂ ମହିଳାଙ୍କ ପାଇଁ ରୋଜଗାରର ଏକ ଉତ୍ସ ହୋଇପାରିଛି। ହୋ ଆଜି ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଖାଦ୍ୟ ଚିହ୍ନଟ କରାଯାଇଛି ଏବଂ ଏକ ଖାଦ୍ୟ ମେଳାର ମଧ୍ଯ ଆୟେ ୟୋଜନ କରାଯାଇଛି। ସେ କହିଥିଲେ ଯେ ରାଜ୍ୟ ସରକାର ପୁଣିଥରେ ସମଗ୍ର ବିଶ୍ବ ସମ୍ମୁଖରେ ଉତ୍ତରପ୍ରଦେଶର ବିଶ୍ବ ପ୍ରସିଦ୍ଧ ସୁସ୍ବାଦୁ ବ୍ୟଞ୍ଜନ ଉପସ୍ଥାପ କରିଛନ୍ତି।

ଶ୍ରୀ ଶାହ କହିଛନ୍ତି ଯେ, ଆଜି ଶ୍ରୀ ଶୁଭ୍ରାଂଶୁ ଶୁକ୍ଳା, ଶ୍ରୀ ଅଲେଖ ପାଣ୍ଡେ, ସୁଶ୍ରୀ ରଶ୍ମୀ ଆର୍ଯ୍ୟ ଏବଂ ଶ୍ରୀ ସୁଧାଂଶୁ ସିଂହଙ୍କୁ ଉଞ ପ୍ରଦେଶ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ସେ କହିଥିଲେ ଯେ ଏହା ନିଶ୍ଚିତ ଭାବେ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ନିଜ ନିଜ ଉତ୍ତର