ଶାମ୍ବଦଶମୀ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଛାଡ଼

Dec 30, 2025 - 12:48
 12
ଶାମ୍ବଦଶମୀ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଛାଡ଼

ଶାମ୍ବଦଶମୀ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଛାଡ଼

ଭୁବନେଶ୍ବର: ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଶାମ୍ବ ଦଶମୀ ଅବସରରେ ନିଆଯାଇଛି ଏହି ନିଷ୍ପତ୍ତି। ଆଜି ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞ ଅନୁଷ୍ଠିତ ହେବ। କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ଆନୁକୂଲ୍ୟରେ ବିଶ୍ବକୁ ରୋଗମୁକୁ ଓ ବିଶ୍ବର କଲ୍ୟାଣ ପାଇଁ ମହାଯଜ୍ଞ କରାଯିବ। ସୂର୍ଯ୍ୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ଅର୍କକ୍ଷେତ୍ର କୋଣାର୍କ। ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ ଓ ବୁଡ଼ ପକାଇଲେ ଶ୍ରଦ୍ଧାଳୁ।