୨୦୨୬ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାରତର ନଦୀ ଏବଂ ନଦୀ ସୁରକ୍ଷାକାରୀଙ୍କୁ ସମ୍ମାନ
୨୦୨୬ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାରତର ନଦୀ ଏବଂ ନଦୀ ସୁରକ୍ଷାକାରୀଙ୍କୁ ସମ୍ମାନ
ନଦୀ ନାମରେ ଏନକ୍ଲୋଜର ନାମକରଣ; ନଦୀ ସଂରକ୍ଷକ ଓ ଗଙ୍ଗା ପ୍ରହରୀ ଜାତୀୟ ଉତ୍ସବରେ ସାମିଲ
ନଦୀ ହେଉଛି ସଭ୍ୟତାର "ଜୀବନରେଖା"। ଆମ ସଂସ୍କୃତିର ଗଭୀର ଅଭିବ୍ୟକ୍ତି ତଥା ଐତିହ୍ୟ ବିବିଧତାର ଭଣ୍ଡାର। ଚଳିତ ବର୍ଷ ଏକ ନିଆରା ପଦକ୍ଷେପ ସୁରୂପ, ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ନିର୍ମିତ ଏନକ୍ଲୋଜରଗୁଡ଼ିକୁ ସାରା ଦେଶରେ ପ୍ରବାହିତ ନଦୀଗୁଡ଼ିକର ନାମରେ ନାମିତ କରାଯାଇଛି, ଯଥା - ବ୍ୟାସ, ବ୍ରହ୍ମପୁତ୍ର, ଚମ୍ବଲ, ଚେନାବ୍, ଗଣ୍ଡକ, ଗଙ୍ଗା, ଘାଘରା, ଗୋଦାବରୀ, ସିନ୍ଧୁ, ଝେଲ ଝିଲମ୍, କାବେରୀ, କୋଶୀ, କୃଷ୍ଣା, ମହାନଦୀ, ନର୍ମଦା, ପେନ୍ନାର, ପେରିୟାର, ରାଭି, ସୋନ୍, ସତଲେଜ୍, ତିସ୍ନା, ଭୈଗାଇ ଏବଂ ଯମୃ ଯମୁନା।
ଜଳ ସର୍ମ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ସ୍ବତନ୍ତ୍ର ଅତିଥ୍ ଭାବେ ମୋଟ ୧୬୩ ଜଣ 'ଜଳ ଯୋଦ୍ଧା' ନୂଆଦିଲ୍ଲୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ 9099 ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରିବେ। ଏଥୂମଧ୍ୟରେ ଉତ୍ତରାଖଣ୍ଡରୁ ୨୮ ୧୦ ଜଣ, ବିହାରରୁ ୪୦ ଜଣ ଏବଂ ଉତ୍ତ ଉତ୍ତର ପ୍ରଦେଶରୁ ୮୫ ଜଣ ବ୍ୟକ୍ତି ସାମିଲ ଅଛନ୍ତି। ଜଣ, ଝାଡ଼ଖଣ୍ଡରୁ ୧୦
ଗଙ୍ଗା ପ୍ରହରୀ - ନଦୀ ରୀ - ନଦୀ ସୁରକ୍ଷାକାରୀମାନେ ହେଉଛନ୍ତି ସ୍ଥାନୀୟ ସମୁଦାୟରୁ ଅନୁପ୍ରାଣିତ ଏବଂ ପ୍ରଶିକ୍ଷିତ ସ୍ବେଚ୍ଛାସେବୀ। ସେମାନେ ଗଙ୍ଗା ନଦୀର ଜୈବ ବିବିଧତା ସଂରକ୍ଷଣ ଏବଂ ପରିର୍ମିଳ ପାଇଁ କାର୍ଯ୍ୟ କରନ୍ତି। 'ନିର୍ମଳ' ଏବଂ 'ଅବିରଳ' ଧାରାକୁ ପୁନର୍ଜୀବିତ କରିବା ଏବଂ ସ୍ବଚ୍ଛ ସ୍ଵଚ୍ଛ ଗଙ୍ଗା ଜାତୀୟ ମିଶନ ସହିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ମିଳିତ ସହଯୋଗରେ ଗଙ୍ଗା ନଦୀର ପରିବେଶଗତ ଅଖ ଅଖଣ୍ଡତାକୁ ବଜାୟ ରଖୁବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ।
ଗଙ୍ଗା ପ୍ରହରୀଙ୍କ । ବ୍ୟତୀତ ଜଳଚର ଜୀବ ଯଥା - ଡଲଫିନ୍, କଇଁଚ, ଇତ୍ୟାଦିଙ୍କ ସୁରକ୍ଷା ତଥା ସଂରକ୍ଷଣ ଏବଂ ନଦୀ ସଂରକ୍ଷଣ ଓ ସାମ୍ପ୍ରଦାୟିକ ସଚେତନ ସଚେତନତା କାର୍ଯ୍ୟରେ ଜଡ଼ିତ ସାଧାରଣ ନାଗରିକ/ଏନଜିଓମାନଙ୍କୁ ମଧ୍ୟ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବା ପାଇଁ ନିମନ୍ତ୍ରଣ କ କରାଯାଇଛି।
ଏହି ସ୍ବତନ୍ତ୍ର ଅତି ଅତିଥୂ ନିମନ୍ତ୍ରଣ କେବଳ ଗୋଷ୍ଠୀଗତ ଅବଦାନକୁ ସ୍ବୀକୃତି ଦିଏ ନାହିଁ, ବରଂ ଗ୍ରାମୀଣ ନାଗରିକମାନଙ୍କୁ କର୍ତ୍ତବ୍ୟ ପଥରେ ଏକ ଐତିହାସିକ ଗୁରୁତ୍ବ ଗୁରୁତ୍ବ ବହନ କରୁଥିବା ଜାତୀୟ ସ୍ବରର ସମାରୋହ ଦେଖିବାକୁ ସୁଯୋଗ ପ୍ରଦାନ କରେ। ସେମାନଙ୍କର ଉପସ୍ଥିତି ଜନ ଭାଗିଦାରୀ ଏବଂ ଗୋଷ୍ଠୀଗତ ସଂପୂକ୍ତିର ବାର୍ତ୍ତାକୁ ଦୃଢ଼ କରିବ, ଯାହା ଜାତୀୟ ବିକାଶ ପ୍ରୟାସର ମୁଖ୍ୟ ଉପାଦାନ। ଏହି ସ୍ବତନ୍ତ୍ର । ଅତିଥୂମାନେ 'ପେରିୟାର' ଏନକ୍ଲୋଜରରେ ବସିବେ।
ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ସଚିବ ଶ୍ରୀ ଭି. ଏଲ୍. କାନା ରାଓ 'ଘାଘରା' ଏନକ୍ଲୋଜରରୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଭାଗ ନେବେ।
ଏହି ସ୍ବ ସ୍ବତନ୍ତ୍ର ଅତିଥ୍ମାନେ ଜାନୁଆରୀ ୨୭ ତାରିଖରେ ମାନ୍ୟବର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର, ପାଟିଲ ଏବଂ ଉଭୟ ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ଏ ৩০° ଶ୍ରୀ ରାଜ ଭୂଷଣ ଚୌଧୁରୀଙ୍କ ସହ ଆଲୋଚନା କରିବେ।