ଆଜିଠୁ ଇଣ୍ଡୋ-ନେପାଲ ଆନ୍ତର୍ଜାତୀୟ ଟୋଙ୍ଗ- ଇଲ୍‌- ମୁଁ -ଡୁ ଚମ୍ପିଅନ୍‌ସିପ.

ଆଜିଠୁ ଇଣ୍ଡୋ-ନେପାଲ ଆନ୍ତର୍ଜାତୀୟ ଟୋଙ୍ଗ- ଇଲ୍‌- ମୁଁ -ଡୁ ଚମ୍ପିଅନ୍‌ସିପ ଓଡିଶାରୁ ୩୦ ଜଣଙ୍କ ଅଂଶଗ୍ରହଣ ଭୁବନେଶ୍ୱର,୨ା୫ ଟୋଙ୍ଗ-ଇଲ୍‌-ମୁଁ-ଡୁ ଫେଡ୍‌ରେସନ ଇଣ୍ଡିଆ ପକ୍ଷରୁ ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଅନ୍‌ସିପ ପଞ୍ଜାବ, ଅମୃତସହର ଠାରେ ଆଜି ଠାରୁ ଆରମ୍ଭ ହୋଇଛି । ଏହା ତିନିଦିନ ଧରି ଚାଲିବ । ଏଥିରେ ଓଡିଶାରୁ ୩୦ ଜଣ ପ୍ରତିଯୋଗୀ ଏବଂ ରେଫରୀ ଅଂଶଗ୍ରହଣ କରିଛନ୍ତି । ବୁଧବାର ଦିନ ଓଡିଶା ପ୍ରତିଯୋଗୀମାନେ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଗସ୍ତ କରିଥିଲେ । ସେମାନଙ୍କ ସହିତ କୋଚ୍ ବଳରାମ ନାୟକ ଓ ମ୍ୟାନେଜର ଲଲାଟ କୁମାର ପରିଡା ଉପସ୍ଥିତ ଥିଲେ । ଏହି ଅବସରରେ ଫେଡ୍‌ରେସନର ସଭାପତି ବୀର କିଶୋର ଦେବ, ଚେୟାରମ୍ୟାନ ରବି ନାରାୟଣ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରତିଯୋଗିତାରେ କୃତିତ୍ୱ ହାସଲ ନିମନ୍ତେ କାମନା କରିଛନ୍ତି ।

ଆଜିଠୁ ଇଣ୍ଡୋ-ନେପାଲ ଆନ୍ତର୍ଜାତୀୟ ଟୋଙ୍ଗ- ଇଲ୍‌- ମୁଁ -ଡୁ ଚମ୍ପିଅନ୍‌ସିପ.