ପୂର୍ବାଞ୍ଚଳ ଆଞ୍ଚଳିକ ଛାତ୍ର ସମ୍ମିଳନୀ ‘ଜ୍ଞାନୋତ୍ଥାନ ୨୦୨୬'ରେ ସିଏମଏମାନଙ୍କୁ ଉଦ‌ବୋଧନ ଦେଲେ ଇରେଡା ସିଏମଡି

May 12, 2026 - 11:04
 11
ପୂର୍ବାଞ୍ଚଳ ଆଞ୍ଚଳିକ ଛାତ୍ର ସମ୍ମିଳନୀ ‘ଜ୍ଞାନୋତ୍ଥାନ ୨୦୨୬'ରେ ସିଏମଏମାନଙ୍କୁ ଉଦ‌ବୋଧନ ଦେଲେ ଇରେଡା ସିଏମଡି

ଦି ଇନଷ୍ଟିଚ୍ୟୁଟ୍ ଅପ୍ ଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଡସ୍ ଅଫ୍ ଇଣ୍ଡିଆ (ICMAI) ଦ୍ବାରା ଭୁବନେଶ୍ବରରେ ଆୟୋଜିତ ପୂର୍ବ ଭାରତ ଆଞ୍ଚଳିକ ଛାତ୍ର ସମ୍ମିଳନୀ - ' ଜ୍ଞାନୋଦ୍ଧାନ ୨୦୨୬'କୁ ସମ୍ବୋଧନ କରିଛନ୍ତି ଭାରତୀୟ ନବୀକରଣ (ଇରେଡା)ର ଅଧ୍ଯକ୍ଷ ଅଧ୍ଯକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ କରଣୀୟ ଶକ୍ତି କ୍ତି ବିକାଶ ସଂସ୍ଥା ଲିମିଟେଡ୍

ଭାରତର ବାର ବର୍ଷର ନବୀକରଣୀୟ ଶକ୍ତି ଶକ୍ତି ଅଗ୍ରଗତି କଥା । ପ୍ରକାଶ କରି ଶ୍ରୀ ଦାସ କହିଥିଲେ ଯେ ଭାରତର ନବୀକରଣ ଶକ୍ତି କ୍ଷମତା ବାର୍ଷିକ ୧୧ ପ୍ରତିଶତ ହାରରେ ଅଭିବୃଦ୍ଧି ଅଭିବୃଦ୍ଧି ହାସଲ କରି ୨୦୧୩-୧୪ ଆର୍ଥକ ବର୍ଷରେ ୭୬ ଗିଗାଓ୍ବାଟରୁ ୨୦୨୫-୨୬ ଆର୍ଥକ ବର୍ଷ ସୁଦ୍ଧା ୨୭୫ ଗିଗାଓ୍ବାଟରେ ପହଞ୍ଚିଛି। କେବଳ ୨୦୨୫-୨୬ ଆର୍ଥିକ ବର୍ଷରେ ର ୫୪,୫୯ ଗିଗାଓ୍ବାଟ୍ କ୍ଷମତା ସ୍ଥାପନ କରାଯାଇଛି। १०१० ଲକ୍ଷ୍ୟର ପାଞ୍ଚବର୍ଷ ପୂର୍ବରୁ ୫୦ ପ୍ରତିଶତ । ଅଣ-ଜୀବାଶ୍ମ କ୍ଷମତା ହାସଲ ସହ ଭାରତ ବିଶ୍ବର ୩ୟ ବୃହତ୍ତମ ନବୀକରଣୀୟ ବଜାରରେ ପରିଣତ ହୋଇଛି । ସେ ଉଲ୍ଲେଖ କରିଛନ୍ତି ଯେ ଇ ଇରେଡାର ଋଣ ବହି ବାର୍ଷିକ ହାରାହାରି ୨୭ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୨୦-୨୧ରେ ୨୭,୮୫୦ କୋଟି ଟଙ୍କାରୁ ୨୦୨୫-୨୬ରେ ୯୩,୦୫୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେ ଏହାକୁ ଇରେଡାର ନବସୃଜନ ସଂସ୍କୃତିକୁ ଶ୍ରେୟ ଦେଇଛନ୍ତି, ଯେଉଁଥିରେ ଋଣଗ୍ରହୀତାଙ୍କ ପାଇଁ କାର୍ଯ୍ୟକାଳ ହ୍ରାସ କରି ଜୈବଶକ୍ତି, ସବୁଜ ହାଇଡ୍ରୋଜେନ୍ ଇତ୍ୟାଦି ଉଦୀୟମାନ କ୍ଷେତ୍ରରେ ଆଗୁଆ ଫାଇନାଲିଂ ଅନୁର୍ଭୁକ୍ତ। ସେ ଏହା ମଧ୍ୟ କହିଥିଲେ ଯେ ଏହା ଦ୍ବାରା ଅଙ୍ଗାରକ ନିର୍ଗମନ ହ୍ରାସ ପାଇ ପରିବେଶ ସୁରକ୍ଷା ହେବା ସହ ଅନେକ ପ୍ରକାରର ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି।

ଇରେଡାର ଏକ ସଫଳତା କଥା ଉଲ୍ଲେଖ କରି ସେ କହିଥିଲେ ଯେ ନଭେମ୍ବର ୨୦୨୩ରେ ଇରେଡାର ଆଇପିଓ ତୃତୀୟ ଉଦ୍ଯମରେ ସଫଳ ହେବା ସହ ୩୮.୮ ଗୁଣ ଓଭରସବସ୍କ୍ରିଇବ ହୋଇଥିଲା। ଏହା ଦ୍ବାରା ନଭେମ୍ବର ୨୦୨୩ରୁ ନଭେମ୍ବର ୨୦୨୪ ମଧ୍ୟରେ ଏହା ଦେ ଦେଶର ଦ୍ଵିତୀୟ ବୃହତ୍ତମ ମୂଲ୍ୟ ସୃଷ୍ଟିକାରୀରେ ପ ପରିଣତ ହୋଇଥିଲା। ଇକୋନୋମିକ ଟାଇମ୍ସ ଅନୁସାରେ ଏହି ତାଲିକାରେ ଏକମାତ୍ର ରାଷ୍ଟ୍ରାୟତ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଇରେଡା ରହିଲା। ବିଫଳତା ଳତା ପରେ ଉପରକୁ ଉଠିବା ପ୍ରକୃତ ସଫଳତାକୁ ଦର୍ଶାଏ ବୋଲି ସେ କହିଥିଲେ।

ଛାତ୍ରଛାତ୍ରୀଙ୍କ ନିକଟରେ ଏହି ବାର୍ତ୍ତା ଦେଇ ସେ ସେମାନ ମାନଙ୍କୁ ମାର୍କ, ଡିଗ୍ରୀ ଏବଂ ନିଯୁକ୍ତିଠାରୁ ଉପରକୁ ଦେଖିବାକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀମାନେ କେଉଁ ସମସ୍ୟା ନେ କେଉଁ ସମସ୍ୟାର ସମାଧାନ କ କରିପାରିବେ, ସେମାନେ କେଉଁ ମୂଲ୍ୟ ସୃଷ୍ଟି କରିପାରିବେ ଏବଂ କେଉଁ ଐତିହ୍ୟ ଛାଡିଯିବେ ତାହା ସେମାନେ ନିଜକୁ ପଚାରିବା ଉଚିତ୍ । । କାରଣ କା ଜୀବନ ଭାଗ୍ୟ ଦ୍ବାରା ଉନ୍ନତ ହୁଏ ନାହିଁ, ବରଂ ପରିବର୍ତ୍ତନ ଦ୍ବାରା ଉନ୍ନତ ନୃତ ହୁଏ । । ସେ ଅଧ୍ୟାପକମାନଙ୍କୁ ଧ୍ୟାପକମାନଙ୍କୁ ମନେ ମ ପକାଇ ଦେଇଥିଲେ ଯେ ସେମାନେ କେବଳ ଶିକ୍ଷକ ନୁହଁନ୍ତି ବରଂ ରାଷ୍ଟ୍ର ନିର୍ମାତା, ଯାହାଙ୍କର ପ୍ରକୃତ ଭୂମିକା ହେଉଛି ଚିନ୍ତାଧାର ।ରାକୁ ପ୍ରେରଣା ଦେବା, ଚରିତ୍ର ଗଠନ କରିବା ଏବଂ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା - କାରଣ ଜଣେ ପ୍ରେରଣାପ୍ରାପ୍ତି ଛାତ୍ରଙ୍କ ପାଖରେ ପିଢ଼ିକୁ ପରିବର୍ତ୍ତନ କରିବାର ଶକ୍ତି ରହିଛି।

ବିଶ୍ବ ଏକ ଅଭୁତପୂର୍ବ ଗତିରେ ପରିବର୍ତ୍ତନ ହେଉଛି ଓ ଯୁବପିଢି ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିପାରିବେ। ସେମାନେ କେବଳ କିଛି ନୂଆ ତିଆରି କରି ନୁହେଁ, ବରଂ ରାଷ୍ଟ୍ର ଓ ସମାଜକୁ ଆକାର ଦେଇ ଏହି ପରିବର୍ତ୍ତନ ଆଣିପାରିବେ। ସେ କହିଥିଲେ ଯେ ପ୍ରତି ฮิงศง ଏ ପେସାଦାର ଏକ ଉଦାହରଣ ପ୍ରସ୍ତୁତ ପ୍ରସ୍ କରିବା ଉଚିତ୍। ଯୋଗ ଓ ଧ୍ଯାନ ଇରେଡାର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ଯେ ଚିନ୍ତାଧାରା ॥ରାକୁ ସମୃଦ୍ଧ କରିବା ଓ ସ୍ଥାୟୀ ଉତ୍କର୍ଷ ହାସଲ କରିବାରେ ଏହା ସହାୟକ ହୋଇଥାଏ। ସେ ନିଜର ବକ୍ତବ୍ୟ ଶେଷରେ ଶ୍ରୀ-ସି ମନ୍ତ୍ର କହିଥିଲେ- କ୍ଲାରିଟି (ସୃଷ୍ଟତା), କମିଟ୍‌ମେଣ୍ଟ (ସଂକଳ୍ପ) ଓ କନଭିକ୍ସନ (ଦୃଢ ବିଶ୍ବାସ ) ହିଁ ବ୍ୟକ୍ତି ଓ ପ୍ରତିଷ୍ଠାନର ପ୍ରଗତିରେ ସହାୟକ ହୋଇଥାଏ।