ବିକଶିତ ଓଡ଼ିଶାରେ ବିକଶିତ ଭାରତ !
ବିକଶିତ ଓଡ଼ିଶାରେ ବିକଶିତ ଭାରତ !
ମହିଳାଙ୍କ ସଶକ୍ତିକରଣ ଅବସରରେ ମହିଳାଙ୍କ ନେତୃତ୍ୱ ଖୁବ ଶୀଘ୍ର ଭାରତରେ ଶ୍ରେଷ୍ଠ ନେତୃତ୍ୱ ନେବାର ଏକ ସୂଚନା :
ଜଣେ ଭାରତର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି
ଅନ୍ୟ ଜଣେ ରାଜ୍ୟର ବାଚସ୍ପତି
ଆଉ ଜଣେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ
ଅନ୍ୟ ଜଣେ ମୁଖ୍ୟ ଶାସନ ସଚିବ
ଆଉ ଜଣେ ରାଜ୍ୟପାଳଙ୍କ ସଚିବ