ଓଡ଼ିଆ ଚଳଚିତ୍ର ' ରାକ୍ଷସୀ ' ର ଟାଇଟେଲ ଏବଂ ପୋଷ୍ଟର ରିଲିଜ...
ଆଙ୍କର - " ଜିନି ଏଣ୍ଟରଟେନମେଣ୍ଟ ।
ଏହି ଚଳଚ୍ଚିତ୍ରର ନାମ ' ରାକ୍ଷସୀ ' ରଖାଯାଇଥିବା ବେଳେ,
ନିର୍ଦ୍ଦେଶନା ପ୍ରଦାନ କରୁଛନ୍ତି, ବିଶିଷ୍ଟ ନିର୍ଦ୍ଦେଶକ ସୁବ୍ରତ କୁମାର ବେହେରା (ମୁନ୍ନା ଭାଇ).
ଏହାର କାହାଣୀ ରଚନା ତଥା ପ୍ରଯୋଜନା କରିଛନ୍ତି ସୁଜାତା ମିଶ୍ର
ଏହି ଚଳଚ୍ଚିତ୍ରର ସଂଳାପ - ହର ବାରିକ କରିଥିବା ବେଳେ,
ଏଥିରେ ଥିବା ସଙ୍ଗୀତ ଗୁଡିକୁ ସଜାଇଛନ୍ତି ସୁଭାଶିଷ ମହାପାତ୍ର |
ଏହାର ପ୍ରଚାର ଏବଂ ପ୍ରସାର ଦାୟିତ୍ବ ନେଇଛନ୍ତି - (ଓଡିଶା ଗ୍ରାଫିକ) ର କୁମାର ଜୀନୁ |
ଏହି ଚଳଚିତ୍ରରେ, ଅଭିଜ୍ଞ କଳାକାର ଅଶ୍ରୁମୋଚନ ମହାନ୍ତି , ଚୌଧୁରୀ ବିକାଶ ଦାସ,
ଅଭିନବ ସିଂ, ଅସିତ ପତି, ଅନୁପ ସାହୁ, ସୁଜାତା ମିଶ୍ର, ଜଲି କର, ଅଙ୍କିତ, ସନ୍ତୋଷ ସୃଷ୍ଟି, ଏବଂ ଡିସ୍କୋ ପ୍ରମୁଖ ଅଭିନୟ କରୁଛନ୍ତି ; ଯାହାକି ଓଡ଼ିଆ ଦର୍ଶକଙ୍କ ନିଆରା ଅନୁଭୂତି ପ୍ରଦାନ କରିବ |