ଭୁବନେଶ୍ବର-ରାଉରକେଲା ରାଜପଥ ଏବଂ ରାଉରକେଲା ଅଞ୍ଚଳରେ ନେଟୱାର୍କ ଗୁଣବତ୍ତା ଆକଳନ କଲା ଟ୍ରାଇ

Oct 30, 2025 - 14:14
 7
ଭୁବନେଶ୍ବର-ରାଉରକେଲା ରାଜପଥ ଏବଂ ରାଉରକେଲା ଅଞ୍ଚଳରେ ନେଟୱାର୍କ ଗୁଣବତ୍ତା ଆକଳନ କଲା ଟ୍ରାଇ

ରାଉରକେଲା ରାଜପଥ ଏବଂ ରାଉ ଟେଲିକମ୍ ନିୟାମକ ପ୍ରାଧୂକରଣ (ଟିଆରଏଆଇ) ୨୦୨୫ ଅଗଷ୍ଟ ମାସରେ ଭୁବନେଶ୍ବରରୁ ଉରକେଲା ସହର ତଥା ଓଡିଶା ଲାଇସେନ୍ସପ୍ରାପୁ ସେବା କ୍ଷେତ୍ର (C (ଏଲଏସଏ) ପାଇଁ ଏହାର ସ୍ବାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡିଟି) ଫଳାଫଳ ପ୍ରକାଶ କରିଛି। ଟ୍ରାଇ ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ର ଇଦ୍ରାବାଦର ତତ୍ତ୍ବାବଧାନରେ କରାଯାଇଥିବା ଡ୍ରାଇଭ୍ ପରୀକ୍ଷାଗୁଡ଼ିକ ବିବିଧ ବିଧ ବ୍ୟବହାର ପରିବେଶ - ସହରାଞ୍ଚଳ କ୍ଷେତ୍ର, ପ୍ରତିଷ୍ଠାନଗତ ହଟସ୍ପଟ୍, ଗ୍ରାମାଞ୍ଚଳ ଆବାସିକ କ୍ଷେତ୍ର ଇତ୍ୟ ରତ୍ଯାଦିରେ ରିୟଲ୍ ୱାର୍ଲଡ୍ ମୋବାଇଲ୍ ନେଟୱାର୍କ କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରିବା ପାଇଁ ଡିଜାଇନ୍ କରାଯାଇଥିଲା।

୧୯ ଅଗଷ୍ଟ ୨୦ ୨୦୨୫ ରୁ ୨୨ ଅଗଷ୍ଟ ୨୦୨୫ ମଧ୍ୟରେ, ଟ୍ରାଇ ଟିମ୍ ଗୁଡ଼ିକ ୩୩୧.୪ କିଲୋମିଟର ଭୁବନେଶ୍ବରରୁ ରାଉରକେଲା ରାଜପଥ ଏବଂ ୩୫୫ କିଲୋମିଟର ରାଉରକେଲା ସ‌ହର ଡ୍ରାଇଭ୍ ପରୀକ୍ଷା, ୩.୬ କିଲୋମିଟର ଟର ୱାକ୍ ଟେଷ୍ଟ ଓ ୮ ଟି ହଟସ୍ପଟ୍ ସ୍ଥାନରେ ବିସ୍ତୃତ ପରୀକ୍ଷା କରିଥିଲେ। ମୂଲ୍ୟାଙ୍କିତ ପ୍ରଯୁକ୍ତିବିଦ୍ୟାରେ ୨ଜି, ୩ଜି, ୪ଜି, ଏବ ଏବଂ ୫ଜି ଅନୁର୍ଭୁକୁ, ଯାହା ବହୁବିଧ ହ୍ୟାଣ୍ଡସେଟ୍ କ୍ଷମ କ୍ଷମତା ମଧ୍ଯରେ ଉପଭୋକ୍ତାଙ୍କ ସେବା ଅଭିଜ୍ଞତାକୁ ପ୍ରତିଫଳିତ କରେ। ଆଇଡିଟିର ନିଷ୍କର୍ଷଗୁଡ଼ିକ ସମସ୍ତ ସମ୍ପୂକୁ ଟିଏସପି ଙ୍କୁ ଅବଗତ କରାଯାଇଛି।

ଏଥିରେ ପ୍ରମୁଖ ପାରାମିଟରଗୁଡ଼ିକୁ ମୂଲ୍ୟାୟନ କରାଯାଇଥିଲା। ଭଏସ୍ ସେବା କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର), ଏଆର), ଡ୍ରପ୍ କଲ୍ ରେଟ୍ (ଡିସିଆର), କଲ୍ ସେଟଅପ୍ ସମୟ, କଲ୍ ନୀରବତା ହାର, କଥା ଗୁଣବତ୍ତା (ଏମଓଏମସ୍), କଭରେଜ୍। ଡାଟା ସେବା:-ଡାଉନଲୋଡ୍ /ଅପଲୋଡ୍ ଥୁପୁଟ୍, ଲାଟେନ୍ସି, ଜିଟର, ପ୍ୟାକେଟ୍ ଡ୍ରପ୍ ହାରି, ଏବଂ ଭିଡିଓ ଷ୍ଟ୍ରିମିଂ ବିଳମ୍ବକୁ ମଧ୍ଯ ଯାଞ୍ଚ କରାଯାଇଥିଲା।

ଭୁବନେଶ୍ବରରୁ ରାଉରକେଲା ରାଜପଥ ଏକ ଏବଂ ରାଉରକେଲା ନଲା ସହରରେ ସାମଗ୍ରିକ ମୋବାଇଲ୍ ନେଟୱାର୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ଯାଞ୍ଚ କରାଯାଇଛି। ଏୟାରଟେଲ୍‌, ବିଏସଏନଏଲ, ଆରଜେଆଇଏଲ୍‌ ଏବଂ ଭିଆଇଏଲର ଅଟୋ-ସିଲେକ୍ସନ ମୋଡ୍‌ରେ ଯଥାକ୍ରମେ ୧୦୦,୦୦ ପ୍ରତିଶତ, ୮୭.୮୫ ପ୍ରତିଶତ, ୯୯,୮୦ ପ୍ରତିଶତ ଏବଂ ୯୯.୬୦ ପ୍ରତିଶତ କଲ୍ ସେଟଅପ୍ ସଫଳତା ହାର ରହିଛି।

ଏୟାରଟେଲ୍, ବିଏସଏନଏଳ ଏନଏଲ, ଆରଜେଆଇଏଲ୍ ଏବଂ ଭିଆଇଏଲର ଅଟୋ-ସିଲେକ୍ସନ ମୋଡରେ (୫ଜି/୪ଜି/୩ଜି/୨ଜି) ଯଥାକ୍ରମେ ୦.୦୦ ପ୍ରତିଶତ, ୫.୩୨ ପ୍ରତିଶତ, ୦.୪୦ ପ୍ରତିଶତ ଓ ୦.୦୦ ପ୍ରତିଶତ ଡ୍ରପ୍ କଲ୍ ହାର ରହିଛି।

ସାରାଂଶ-ଭଏସ୍ ସେବା

କଲ୍ ସେଟଅପ୍ ସଫଳତା ହାର: ଏୟାରଟେଲ୍‌, ବିଏସଏନଏଲ,

ଆରଜେଆଇଏଲ୍‌ ଏବଂ ଭିଆଇଏଲ୍ ରେ ଅଟୋ-ସିଲେକ୍ସନ ମୋଡ୍ ପ୍ରତିଶତ, ୯୯,୮୪ ପ୍ରତିଶତ ଏବଂ ୬୧.୩୪ ପ୍ରତିଶତ କଲ୍ ଅଛି। (୫ଜି/୪ଜି/୩ଜି/୨ଜି) ରେ ଯଥାକ୍ରମେ ୯୭.୦୬ ପ୍ରତିଶତ, ୭୯.୭୬ |

କଲ୍ ସେଟଅପ୍ ସମୟ: ଏୟାରଟେଲ୍‌, ବିଏସଏନଏଲ, | ଆରଜେଆଇଏଲ୍ ଏବଂ ଭିଆଇଏଲ୍ ରେ ଅଟୋ-ସିଲେକ୍ସନ ମୋଡ୍ | (୫ଜି/୪ଜି/୩ଜି/୨ଜି) ରେ ଯଥାକ୍ରମେ ୦.୭୦, ୨.୭୨, ୦.୮୭ ଏବଂ ୧.୬୩ ସେ ସେକେଣ୍ଡର । କଲ୍ ସେ ସେଟଅପ୍ ସମୟ ଅଛି।

ଡ୍ରପ୍ କଲ୍ ରେଟ୍: ଏୟାରଟେଲ୍‌, ବିଏସଏନଏଲ, ଆରଜେଆଇଏଲ୍ | ৩০° ଭିଆଇଏଲ୍ ରେ ଅଟୋ-ସିଲେକ୍ସନ ମୋଡ୍ (୫ଜି/୪ଜି/୩ଜି/୨ଜି) ରେ ଯଥାକ୍ରମେ ୦,୦୦ ପ୍ରତିଶତ, ୪.୨୫ ପ୍ରତିଶତ, ୦.୧୬ ପ୍ରତିଶତ ଏବଂ ୨.୯୪ ପ୍ରତିଶତ କଲ୍ ହାର ଅଛି।

କଲ୍ ନୀରବତା/ମ୍ୟୁଟ୍ ହାର: ପ୍ୟାକେଟ ସ୍ପିଚ୍ ନେଟୱାର୍କ

ସାରାଂଶ-ଡାଟା ସେବା

ଡାଟା ଡାଉନଲୋଡ୍ କା କାର୍ଯ୍ୟଦକ୍ଷତ ତା (ସାମଗ୍ରିକ): ଏୟାରଟେଲ୍‌ (୫ଜି/୪ଜି/୨ଜି) ର ହାରାହାରି ଡାଉନଲୋଡ୍ ସ୍ପିଡ୍ ହେଉଛି ୯୬.୪୮ ଏମବିପିଏସ୍, ବିଏସଏନଏଲ୍‌ (୪ଜି/୩ଜି/୨ଜି) ହେଉଛି ୩.୯୦

ଏମବିପିଏସ୍ ଆରଜେଆଇଏଲ୍‌ (୫ଜି/୪ଜି) ହେଉଛି ୧୯୧.୧୦ ଏମବିପିଏସ୍ ଏବଂ ଭିଆଇଏଲ୍ (୪ଜି/୩ଜି/୨ଜି) ହେଉଛି ୧୭.୭୩ ଏମବିପିଏସ୍

ଡାଟା ଅପଲୋଡ୍ କାର୍ଯ୍ୟଦକ୍ଷତା (ସାମଗ୍ରିକ):

ଏୟାରଟେଲ୍‌ (୫ଜି/୪ ଜି /୨ ଜି) ର ହାରାହାରି ଅପଲୋଡ୍ ସ୍ପିଡ୍ ହେଉଛି

୨୫.୫୭ଏମବିପିଏସ୍, ବିଏସଏନଏଲ୍‌ (୪ଜି /୩ଜି/୨ଜି) ହେଉଛି

(୪ଜି/୫ଜି)ରେ ଏୟାରଟେଲ୍‌, ଆରଜେଆଇଏଲ୍‌ ଏବଂ ଭିଆଇଏଲ୍ ଏଲ୍ ର ନୀରବତା କଲ୍ ହାର ଯଥାକ୍ରମେ ୨.୮୫ ପ୍ରତିଶ ତିଶତ, ୩.୨୩ ପ୍ରତିଶତ ଏବଂ ୨.୮୬ ପ୍ରତିଶତ ଅଛି।

ศยศ ମତାମତ ସ୍କୋର (ଏମଓଏସ୍): ଏୟାରଟେ ଟେଲ୍ ବିଏସଏନଏଲ, ଆରଜେଆଇଏଲ୍‌ ଏବଂ ଭିଆଇଏଲ୍ ର ହାରାହାରି এপওএ ଯଥାକ୍ରମେ ୩,୯୧, ୨.୪୩, ୩.୭୮ ଏବଂ ୪.୪୮ ଅଛି।

୫.୨୩ । ଏମବିପିଏସ୍,

ଆରଜେଆଇଏଲ୍‌ (୫ଜି/୪ଜି) ହେଉଛି ୧୮.୪୦ ଏମବିପିଏସ୍ ଏବଂ ଭିଆଇଏଲ୍‌ (୪ଜି/୩ଜି/୨ଜି) ହେଉଛି ୧୫.୩୭ ଏମବିପିଏସ୍।

ଲାଟେନ୍ସି (ସାମଗ୍ରିକ): ଏୟାରଟେଲ୍‌, ବିଏସଏନଏଲ, ଆରଜୈଆଇଏଲ ଏବଂ ଭିଆଇଏଲର ୫୦ତମ ପ୍ରତିଶତ ଲାଟେନ୍ସି ହେଉଛି ୨୦.୨୫ ଏମଏସ, ୨୬.୪୫ ଏମଏସ, ୨୧.୬୩ ଏମଏସ, ୩୯.୯୫ ଏମଏସ

ଭୁବନେଶ୍ବରରୁ ରାଉରକେଲା ରାଜପଥରେ ଏହି ମୂଲ୍ୟାଙ୍କନରେ ସାମିଲ୍ ହୋଇଥିବା ସ୍ଥାନଗୁଡ଼ିକ ହେଉଛି ସୁନାରାବତ, ଲୋହଦାର, ରଣ ରଣୀବର୍ନା, ବାଙ୍କି, ଚଣ୍ଡିପୋଶ, ମୁସାବିରା, ବରଘାଟ, ଦାର୍ଜିଙ୍ଗ, ଜୁନିୟାନି, ଗୁଦିଆଲି, ଜାଲିଆବର୍ନା, କୈନାଭେଟା, ଟୁନିପାଲି, ଖୁଲୁଣ୍ଡିକୁଦାର, ଲଖାପାଲୀ, ଥୁଆନାଲ୍, କାମାକ୍ଷାନଗର ଓ କଟକ ଇତ୍ୟାଦି।

ଉରକେଲା ସହରରେ ଏହି ମୂଲ୍ୟାଙ୍କନରେ ଟିମଜୋର, ଲାଥ୍‌କାଟା, ହାତିବୁରା, ରିଙ୍ଗ ରୋଡ୍, ରାଉରକେଲା ବିସ୍ରା ରାଇକେଲା ରୋଡ୍, ନୁଆଗାଓଁ, କୁଆରମୁଣ୍ଡା, ବିରିମିତ୍ରାପୁର, ବିସ୍ରା, ଝିରପାନି, କୋଏଲ ନାଗର, ଛେଣ୍ଡ ମେନ୍ ରୋଡ୍, ନପୋଶ ରୋଡ୍ ଏବଂ ପିଟମହଲ୍ ହଲ୍ ଡ୍ୟାମ୍ ରୋଡ୍ ଇତ୍ୟାଦି ସାମିଲ୍ ହୋଇଛି। ପାନପେ

କଲେକ୍ଟର ଅଫିସ୍ ରାଉରକେଲା, ଜିଲ୍ଲା । ଏବଂ ସେସନ୍ କୋର୍ଟ ରାଉରକେଲା, ମେଡିକାଲ ହସ୍ପିଟାଲ, ମ୍ୟୁନିସିପାଲ କର୍ପୋରେସନ, ଏନଆଇଟି ଇଟି ରାଉରକେଲା, ରାଉରକେଲା ବସ୍ ଷ୍ଟାଣ୍ଡ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରାଉରକେଲା ସହରର ଏସଟିଆଇ ମାର୍କେଟ୍ କମ୍ପ୍ଲେକ୍ସରେ ! ଟ୍ରାଇ ଦ୍ବାରା ର୍ରିଅଲ୍ ୱାର୍ଲ୍ସ ମୂଲ୍ୟାଙ୍କନ କରାଯାଇଥିଲା ।

ଟ୍ରାଇ ସୁପାରିଶ କଟ କରାଯାଇଥିବା ଉପକରଣ ଏବଂ ମାନକୀକରଣ ପ୍ରୋଟୋକଲ ବ୍ୟବହାର କରି ପରୀକ୍ଷଣ କରାଯାଇଥିଲା। ବିସ୍ତୃତ ରିପୋର୍ଟ ଟ୍ରା ଟ୍ରାଇ ୱେବସାଇଟ୍ www.tr v.trai.gov.in ରେ ଉପଲବ୍ଧ। ଯେକୌଣସି ସୃଷ୍ଟୀକରଣ/ ସୂଚନା ପାଇଁ, ଶ୍ରୀ ବି. ପ୍ରବୀଣ କୁମାର, ପରାମର୍ଶଦାତା (ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦ) ଟ୍ରାଇ ଙ୍କ ସହିତ ଇମେଲ୍: adv.hyderabad@trai.gov.in କିମ୍ବା ଟେଲିଫୋନ୍‌ ନମ୍ବର +91-40-23000761 ରେ ଯୋଗାଯୋଗ କରାଯାଇପାରିବ।

ପ୍ରତିଶତ ହ୍ରାସ ପାଇଛି। ଫଳରେ ୨ କୋଟି ମହିଳାଙ୍କୁ ଆଉ ପାଣି ଆଣିବାରେ ସମୟ ବିତାଇବାକୁ ପଡ଼ୁନାହିଁ। ଏଥିଯୋଗୁ କୃଷି ଏବଂ ଆନୁସଙ୍ଗିକ ଗତିବିଧୂରେ ମହିଳାଙ୍କ ଭାଗିଦାରୀରେ 7.4 ପ୍ରତିଶତ ବୃଦ୍ଧି ପାଇଛି। ନୋବେଲ ପୁରସ୍କାର ବିଜେତା ପ୍ରାଧ୍ୟାପକ ମାଇକେଲ କ୍ରେମରଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ସୁରକ୍ଷିତ ଜଳ ଯୋଗାଣ ଦ୍ବାରା ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ହାରରେ ପ୍ରାୟ 30 ପ୍ରତିଶତ ହ୍ରାସ ଆସିପାରେ। ତେଣୁ ଜଳ ଜୀବନ ମିଶନ ପ୍ରତିବର୍ଷ ଆନୁମାନିକ 1 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଉଛି। ସେହିପରି ଏହା ତିନି କୋଟିରୁ ଅଧୂକ ରୋଜଗାର ମଧ୍ଯ ସୃଷ୍ଟି କରିପାରିଛି । ଗତ ଛଅ ବର୍ଷ ମଧ୍ୟରେ ଏହି ମିଶନ ଅନେକ ଉପଲବ୍ଧି ହାସଲ କରିଛି ।