ସୁରେଶ_ପୂଜାରୀ_ଅସୁସ୍ଥ..
*ସୁରେଶ_ପୂଜାରୀ_ଅସୁସ୍ଥ !*
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ହଠାତ୍ ଅସୁସ୍ଥ
ଛାତିରେ ଯନ୍ତ୍ରଣା ହେବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି
ମନ୍ତ୍ରୀ ସୁସ୍ଥ ଥିବା ଏମ୍ସ ପକ୍ଷରୁ ଦିଆଗଲା ସୂଚନା
ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ